ଭୁବନେଶ୍ୱର: ବାତ୍ୟା **‘ଆର୍ଣ୍ଣବ’**କୁ ନେଇ ରେଳ ଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଅପଡେଟ୍। ବାତ୍ୟା ପ୍ରଭାବରେ ଭାରୀ ବର୍ଷା ଓ ପ୍ରବଳ ପବନର ଆଶଙ୍କା ଥିବାରୁ ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି South Coast Railway (SCR) ଅନେକ ଟ୍ରେନ୍ ବାତିଲ କରିଛି।
୧. 12704 – Secunderabad–Howrah Falaknuma SF Express
୨. 17016 – Secunderabad–Bhubaneswar New Visakha Express
୩. 12728 – Hyderabad–Visakhapatnam Godavari SF Express
୪. 12862 – Mahabubnagar–Visakhapatnam SF Express
୫. 12776 – Lingampalli–Kakinada Town Coconada SF Express
୬. 12740 – Secunderabad–Visakhapatnam Garibrath SF Express
୭. 12738 – Lingampalli–Kakinada Port Gowthami SF Express
୮. 17256 – Lingampalli–Narasapur Express
୯. 20810 – Hazur Sahib Nanded–Sambalpur Nagavalli SF Express
୧୦. 07037 – Charlapalli–Srikakulam Road Special
ଏହି ସମସ୍ତ ଟ୍ରେନ୍ ୨୭ ଅକ୍ଟୋବରରେ ନିଜ ନିଜ ନିର୍ଦ୍ଧାରିତ ଷ୍ଟେସନରୁ ଛାଡ଼ିବାର ଥିଲା।
07038 – Srikakulam Road–Charlapalli Special ଟ୍ରେନ୍ ୨୮ ଅକ୍ଟୋବରରେ ବାତିଲ ହେବ। ଏହା ସହ ରେଳବାଇ ପକ୍ଷରୁ ବାତ୍ୟା ପରିସ୍ଥିତି ଅନୁଯାୟୀ ଅନ୍ୟ ସେବାଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଉଛି।
ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି 12703 – Howrah–Secunderabad Falaknuma Express ମଧ୍ୟ ୨୯ ଅକ୍ଟୋବରରେ ବାତିଲ କରାଯିବ।
ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିଜ ଟ୍ରେନ୍ର latest status ଯାଞ୍ଚ କରିବାକୁ କୁହାଯାଇଛି। ବାତ୍ୟାର ଗତିପଥ ଓ ପାଣିପାଗ ସ୍ଥିତି ଅନୁସାରେ ଆହୁରି କିଛି ଟ୍ରେନ୍ର ସେବାରେ ପରିବର୍ତ୍ତନ ହୋଇପାରେ।
ଯାତ୍ରୀ ସୁରକ୍ଷାକୁ ପ୍ରାଥମିକତା ଦେଇ South Coast Railway ବାତ୍ୟା ସମୟରେ ରେଳପଥ, ବ୍ରିଜ୍, ଯାର୍ଡ ଓ signalling system ଉପରେ ମଧ୍ୟ ନଜରଦାରି ବଢ଼ାଇଛି।
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...
ନିର୍ବାଚନ ପରାଜୟ ପରେ ଆସିଲା ଆଦେଶ ଅକ୍ଟୋବର ୨୫ରେ ହୋଇଥ...
ୟାନମ ନିକଟରେ ଲ୍ୟାଣ୍ଡଫଲ୍‌ର ସମ୍ଭାବନା IMDର ଆକଳ...
କ’ଣ ଥିଲା ଭାଇରାଲ୍ ଭିଡିଓରେ? ବିହାର କଂଗ୍ରେସ ମ...
ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଉପକ...