Commercial LPG price reduced, bringing relief to traders and small businesses.

ବ୍ୟବସାୟୀଙ୍କୁ ବଡ଼ ଆଶ୍ୱସ୍ତି: କମିଲା କମର୍ସିଆଲ୍ LPG ସିଲିଣ୍ଡର ଦର

କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ କମର୍ସିଆଲ୍ LPG ସିଲିଣ୍ଡର ଦର କମାଯାଇଛି। ଏହା ଫଳରେ ଚା’ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଛୋଟ ବ୍ୟବସାୟୀଙ୍କ ଉପରେ ଥିବା ଆର୍ଥିକ ଚାପ କମିବ। ବ୍ୟବସାୟୀମାନେ କହିଛନ୍ତି, ଏହି ନିଷ୍ପତ୍ତିର ଲାଭ ଗ୍ରାହକମାନେ ମଧ୍ୟ ପାଇବେ।

କମର୍ସିଆଲ୍ LPG ସିଲିଣ୍ଡର ଦରରେ ହ୍ରାସ ହେବା ପରେ ଦେଶର ବ୍ୟବସାୟୀ ଏବଂ ଛୋଟ ଦୋକାନୀମାନଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି।

ଦିଲ୍ଲୀର ବସନ୍ତ କୁଞ୍ଜର ଜଣେ ବ୍ୟବସାୟୀ କହିଛନ୍ତି ଯେ କମର୍ସିଆଲ୍ LPG ସିଲିଣ୍ଡରର ଦର ବୃଦ୍ଧି ଯୋଗୁଁ ସେମାନଙ୍କୁ ଚା'ର ଦର₹୧୦ରୁ ₹୧୫କରିବାକୁ ପଡ଼ିଥିଲା। ଏହାର ପ୍ରଭାବରେ ଗ୍ରାହକ ସଂଖ୍ୟା ପ୍ରାୟ୫୦ ପ୍ରତିଶତକମିଯାଇଥିଲା।

ସେ କହିଛନ୍ତି, ବର୍ତ୍ତମାନ LPG ଦର କମିଥିବାରୁ ବ୍ୟବସାୟରେ ଆର୍ଥିକ ଚାପ କମିବ ଏବଂ ଗ୍ରାହକମାନେ ମଧ୍ୟ ଏହାର ଲାଭ ପାଇବେ।

ଉତ୍ତର ପ୍ରଦେଶର ମିର୍ଜାପୁରର ଜଣେ ଦୋକାନୀ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, LPG ଦର କମିଲେ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଦର ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡ଼ିବ, ଯାହା ସାଧାରଣ ଲୋକ ଓ ବ୍ୟବସାୟୀ ଉଭୟଙ୍କ ପାଇଁ ଲାଭଦାୟକ ହେବ।

ବ୍ୟବସାୟୀମାନଙ୍କ ମତରେ, ଏହି ପଦକ୍ଷେପ ଛୋଟ ବ୍ୟବସାୟକୁ ପୁଣିଥରେ ସୁଦୃଢ଼ କରିବାରେ ସହାୟକ ହେବ।

Latest News
ବନ୍ୟା ସତ୍ତ୍ୱେ ଚାଉଳ ବଣ୍ଟନରେ ସମସ୍ୟା ନାହିଁ: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର

ବନ୍ୟା ସତ୍ତ୍ୱେ ଚାଉଳ ବଣ୍ଟନରେ ସମସ୍ୟା ନାହିଁ:...

ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ନେଇ ଚାଉଳ ବଣ୍ଟନରେ କୌଣସ...

ଇଷ୍ଟ ଜୋନ୍ ଓ IPLରେ ଫିକା ପଡ଼ୁଛି ଓଡ଼ିଶା କ୍ରିକେଟ୍, ରାଜ୍ୟର ପ୍ରତିନିଧିତ୍ୱ ନେଇ ବଢ଼ିଲା ଚିନ୍ତା

ଇଷ୍ଟ ଜୋନ୍ ଓ IPLରେ ଫିକା ପଡ଼ୁଛି...

ଓଡ଼ିଶା କ୍ରିକେଟ୍ ବର୍ତ୍ତମାନ ଏହାର ସବୁଠୁ କଠିନ ସମୟ ମଧ୍ୟ...

ନବୀନଙ୍କ ସମାଲୋଚନାର କଡ଼ା ଜବାବ ଦେଲେ ସୁରେଶ ପୂଜାରୀ, କହିଲେ- ବନ୍ୟା ବେଳେ ରାଜନୀତି ନ କରନ୍ତୁ

ନବୀନଙ୍କ ସମାଲୋଚନାର କଡ଼ା ଜବାବ ଦେଲେ ସୁରେଶ...

ଭୁବନେଶ୍ୱର: ବନ୍ୟା ପରିସ୍ଥିତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଡ୍ରେନେଜ୍‌ ସମସ୍ୟାରେ ବିନିକା ସିଏଚ୍‌ସି ଜଳମଗ୍ନ, ଆଣ୍ଠୁଏ ପାଣିରେ ଚାଲି ଚିକିତ୍ସା ପାଇଁ ଆସୁଛନ୍ତି ରୋଗୀ

ଡ୍ରେନେଜ୍‌ ସମସ୍ୟାରେ ବିନିକା ସିଏଚ୍‌ସି ଜଳମଗ୍ନ, ଆଣ୍ଠୁଏ...

ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...

ଦ ହଣ୍ଡ୍ରେଡ୍‌ରେ ଜେମିମାଙ୍କ ଜଲୱା, ୨୪ ରନ୍‌ରେ ଫୋଏନିକ୍ସକୁ ହରାଇଲା ବ୍ରେଭ୍‌

ଦ ହଣ୍ଡ୍ରେଡ୍‌ରେ ଜେମିମାଙ୍କ ଜଲୱା, ୨୪ ରନ୍‌ରେ...

ଦ ହଣ୍ଡ୍ରେଡ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଭାର...

ହକି ଇଣ୍ଡିଆର ସାଫ୍ରନ୍‌ ଜର୍ସିକୁ ନେଇ ବଢ଼ିଲା ବିବାଦ, ନିଷ୍ପତ୍ତି ପ୍ରକ୍ରିୟାର ସ୍ପଷ୍ଟୀକରଣ ମାଗିଲେ ଦିଲୀପ ତିର୍କୀ

ହକି ଇଣ୍ଡିଆର ସାଫ୍ରନ୍‌ ଜର୍ସିକୁ ନେଇ ବଢ଼ିଲା...

FIH ହକି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ପୁରୁଷ ହକି ଦଳ...

ଶିଶୁ ମୃତ୍ୟୁକୁ ନେଇ ଭୁବନେଶ୍ୱରରେ ଉତ୍ତେଜନା: ଚିକିତ୍ସା ଅବହେଳା ଅଭିଯୋଗରେ ରାସ୍ତାରୋକ

ଶିଶୁ ମୃତ୍ୟୁକୁ ନେଇ ଭୁବନେଶ୍ୱରରେ ଉତ୍ତେଜନା: ଚିକିତ୍ସା...

ଭୁବନେଶ୍ୱରର ଶିଶୁ ଭବନ ଛକ ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟ...

ଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ନେଇ ବିବାଦ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମକୁ ବିରୋଧ କଲା କନ୍ଧମାଳ ମିଳିତ ମଞ୍ଚ

ଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ନେଇ...

ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...

ଦିଲ୍ଲୀ ଦଙ୍ଗା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ'ଣ ରହିଛି କୋର୍ଟଙ୍କ ରାୟ

ଦିଲ୍ଲୀ ଦଙ୍ଗା ମାମଲା: ତାହିର ହୁସେନଙ୍କୁ ଆଜୀବନ...

ନୂଆଦିଲ୍ଲୀ: ୨୦୨୦ ମସିହାରେ ଘଟିଥିବା ଦିଲ୍ଲୀ ସାମ୍ପ୍ରଦାୟି...

ଓଡ଼ିଶା ମେଡିକାଲ୍ PG ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ: MKCG ମେଡିକାଲ୍ କଲେଜ ଉପରେ ତଦନ୍ତ ଆରମ୍ଭ

ଓଡ଼ିଶା ମେଡିକାଲ୍ PG ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍...

ଓଡ଼ିଶାରଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ General Su...

କଂଗ୍ରେସ ବିଜେପିକୁ ପରୋକ୍ଷ ସହଯୋଗ କରୁଛି: DMKର ବଡ଼ ଅଭିଯୋଗ

କଂଗ୍ରେସ ବିଜେପିକୁ ପରୋକ୍ଷ ସହଯୋଗ କରୁଛି: DMKର...

ଚେନ୍ନାଇ: ତାମିଲନାଡୁର ଶାସକ ଦଳ DMK କଂଗ୍ରେସ ବିରୋଧରେ ଗୁ...

ଭାରତରେ ବ୍ରାଜିଲ ଫୁଟବଲର ଯାଦୁ! ଅକ୍ଟୋବର ୩ରେ ଟିମ୍ ଇଣ୍ଡିଆ ସହ ଐତିହାସିକ ମୁକାବିଲା

ଭାରତରେ ବ୍ରାଜିଲ ଫୁଟବଲର ଯାଦୁ! ଅକ୍ଟୋବର ୩ରେ...

ଭାରତରେ ଦେଖିବାକୁ ମିଳିବ ବ୍ରାଜିଲ ଫୁଟବଲର ଯାଦୁ। ଫୁଟବଲ୍ର...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+