CJP leaders hold seven-hour strategy meeting to discuss nationwide expansion and education reforms.

ସିଜେପିର ୭ ଘଣ୍ଟିଆ ବୈଠକ: ଦେଶବ୍ୟାପୀ ବିସ୍ତାର, ଶିକ୍ଷା ସଂସ୍କାର ଉପରେ ଜୋର

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିରୋଧୀ ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା କକରୋଚ୍ ଜନତା ପାର୍ଟି (CJP) ଦେଶବ୍ୟାପୀ ଛାତ୍ର ସଂଗଠନ ଭାବେ ବିସ୍ତାର କରିବାକୁ ଯୋଜନା କରିଛି। ପ୍ରାୟ ୭ ଘଣ୍ଟିଆ ବୈଠକରେ ଶିକ୍ଷା ସଂସ୍କାର, ପରୀକ୍ଷାରେ ସ୍ୱଚ୍ଛତା ଓ ଛାତ୍ର ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ନିଆଯାଇଛି।

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିରୋଧୀ ଆନ୍ଦୋଳନ ମାଧ୍ୟମରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବାକକରୋଚ୍ ଜନତା ପାର୍ଟି (CJP)ଏବେ ସମଗ୍ର ଦେଶରେ ନିଜର ସଂଗଠନ ବିସ୍ତାର କରିବାକୁ ପ୍ରସ୍ତୁତ ହୋଇଛି। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସଂଗଠନର ପ୍ରତିଷ୍ଠାତାଅଭିଜିତ ଦିପକେଙ୍କ ବାସଭବନରେ ପ୍ରାୟ ୭ ଘଣ୍ଟା ଧରି ଏକ ରଣନୀତିକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଦେଶବ୍ୟାପୀ ଛାତ୍ର ସଂଗଠନ ସହ ସମନ୍ୱୟ ସ୍ଥାପନ, ବିଭିନ୍ନ ରାଜ୍ୟରେ ପରୀକ୍ଷା ସମ୍ପର୍କିତ ଆନ୍ଦୋଳନକୁ ସମର୍ଥନ ଓ ଜାତୀୟ ନେଟୱର୍କ ଗଠନ ଉପରେ ଆଲୋଚନା କରାଯାଇଥିଲା।

ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସେମାନେ କୌଣସି ରାଜନୈତିକ ଦଳ ଗଠନ କରିବେ ନାହିଁ। ବରଂ ଛାତ୍ର ଓ ଶିକ୍ଷା ସମ୍ପର୍କିତ ପ୍ରସଙ୍ଗରେ ଏକପ୍ରେସର ଗ୍ରୁପ୍ଭାବେ କାର୍ଯ୍ୟ କରିବେ।

ଅଭିଜିତ ଦିପକେ କହିଛନ୍ତି, ଦେଶର ଯେଉଁଠି ଛାତ୍ରମାନେ ନିଜ ଅଧିକାର ପାଇଁ ଆନ୍ଦୋଳନ କରୁଛନ୍ତି, ସେଠାରେ ସିଜେପି ସେମାନଙ୍କ ସହ ରହିବ। ଝାରଖଣ୍ଡ, ଛତିଶଗଡ଼ ସହ ଅନ୍ୟ ରାଜ୍ୟରେ ମଧ୍ୟ ସଂଗଠନର କାର୍ଯ୍ୟକଳାପ ବଢ଼ାଯିବ।

ବୈଠକରେ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ଶିକ୍ଷା ସଂସ୍କାର, ଛାତ୍ର କଲ୍ୟାଣ, ଜବାବଦେହିତା ଓ ଶିକ୍ଷା ପ୍ରଣାଳୀର ସୁଧାରକୁ ସଂଗଠନର ମୁଖ୍ୟ ଲକ୍ଷ୍ୟ କରାଯାଇଛି।

ସଂଗଠନ ମହାତ୍ମା ଗାନ୍ଧୀ ଓ ଡଃ ବି.ଆର୍. ଆମ୍ବେଦକରଙ୍କ ଆଦର୍ଶକୁ ଅନୁସରଣ କରି ଅହିଂସା ଓ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଜାରି ରଖିବ ବୋଲି ନେତୃତ୍ୱ ସୂଚନା ଦେଇଛି।

Latest News
କଂଗ୍ରେସ ବିଜେପିକୁ ପରୋକ୍ଷ ସହଯୋଗ କରୁଛି: DMKର ବଡ଼ ଅଭିଯୋଗ

କଂଗ୍ରେସ ବିଜେପିକୁ ପରୋକ୍ଷ ସହଯୋଗ କରୁଛି: DMKର...

ଚେନ୍ନାଇ: ତାମିଲନାଡୁର ଶାସକ ଦଳ DMK କଂଗ୍ରେସ ବିରୋଧରେ ଗୁ...

କ୍ୟାନ୍ସର ଚିକିତ୍ସାକୁ ଆହୁରି ସୁଦୃଢ଼ କଲା ଓଡ଼ିଶା; ଆୟୁଷ୍ମାନ ଭାରତ-GJAYରେ ଯୋଡ଼ିଲା ୯୧ ନୂଆ ପ୍ୟାକେଜ୍

କ୍ୟାନ୍ସର ଚିକିତ୍ସାକୁ ଆହୁରି ସୁଦୃଢ଼ କଲା ଓଡ଼ିଶା;...

ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...

ବନ୍ୟା ସତ୍ତ୍ୱେ ଚାଉଳ ବଣ୍ଟନରେ ସମସ୍ୟା ନାହିଁ: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର

ବନ୍ୟା ସତ୍ତ୍ୱେ ଚାଉଳ ବଣ୍ଟନରେ ସମସ୍ୟା ନାହିଁ:...

ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ନେଇ ଚାଉଳ ବଣ୍ଟନରେ କୌଣସ...

ମୟୂରଭଞ୍ଜରେ ୪୦.୯୪ ଲକ୍ଷ ଟଙ୍କା ହଡ଼ପ ମାମଲା: ବେତନଟୀ LAMPCSର ପୂର୍ବତନ ଏମ୍‌ଡିଙ୍କୁ ଗିରଫ କଲା ଭିଜିଲାନ୍ସ

ମୟୂରଭଞ୍ଜରେ ୪୦.୯୪ ଲକ୍ଷ ଟଙ୍କା ହଡ଼ପ ମାମଲା:...

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଲାର୍ଜ ସାଇଜ୍ଡ ଆଦିବାସୀ ମଲ୍ଟି...

ଦିଲ୍ଲୀ ଦଙ୍ଗା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ'ଣ ରହିଛି କୋର୍ଟଙ୍କ ରାୟ

ଦିଲ୍ଲୀ ଦଙ୍ଗା ମାମଲା: ତାହିର ହୁସେନଙ୍କୁ ଆଜୀବନ...

ନୂଆଦିଲ୍ଲୀ: ୨୦୨୦ ମସିହାରେ ଘଟିଥିବା ଦିଲ୍ଲୀ ସାମ୍ପ୍ରଦାୟି...

ଢେଙ୍କାନାଳରେ ସନ୍ଦେହଜନକ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ, ତଦନ୍ତ ଆରମ୍ଭ କଲା ପୋଲିସ

ଢେଙ୍କାନାଳରେ ସନ୍ଦେହଜନକ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ, ତଦନ୍ତ...

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ଭାଗୀରଥ...

ନବୀନଙ୍କ ସମାଲୋଚନାର କଡ଼ା ଜବାବ ଦେଲେ ସୁରେଶ ପୂଜାରୀ, କହିଲେ- ବନ୍ୟା ବେଳେ ରାଜନୀତି ନ କରନ୍ତୁ

ନବୀନଙ୍କ ସମାଲୋଚନାର କଡ଼ା ଜବାବ ଦେଲେ ସୁରେଶ...

ଭୁବନେଶ୍ୱର: ବନ୍ୟା ପରିସ୍ଥିତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଭୁବନେଶ୍ୱର ଉପକଣ୍ଠରେ SBI ATM ଲୁଟ୍ ଉଦ୍ୟମ ବିଫଳ, ପଳାଇବା ବେଳେ ୨ ବାଇକ୍ ଚୋରି କଲେ ଦୁର୍ବୃତ୍ତ

ଭୁବନେଶ୍ୱର ଉପକଣ୍ଠରେ SBI ATM ଲୁଟ୍ ଉଦ୍ୟମ...

ଭୁବନେଶ୍ୱର ଉପକଣ୍ଠବାଲିଅନ୍ତା ବଜାରରେ ଥିବା ଏକSBI ATMରୁ...

ଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ନେଇ ବିବାଦ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମକୁ ବିରୋଧ କଲା କନ୍ଧମାଳ ମିଳିତ ମଞ୍ଚ

ଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ନେଇ...

ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...

ଶିଶୁ ମୃତ୍ୟୁକୁ ନେଇ ଭୁବନେଶ୍ୱରରେ ଉତ୍ତେଜନା: ଚିକିତ୍ସା ଅବହେଳା ଅଭିଯୋଗରେ ରାସ୍ତାରୋକ

ଶିଶୁ ମୃତ୍ୟୁକୁ ନେଇ ଭୁବନେଶ୍ୱରରେ ଉତ୍ତେଜନା: ଚିକିତ୍ସା...

ଭୁବନେଶ୍ୱରର ଶିଶୁ ଭବନ ଛକ ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟ...

ଡ୍ରେନେଜ୍‌ ସମସ୍ୟାରେ ବିନିକା ସିଏଚ୍‌ସି ଜଳମଗ୍ନ, ଆଣ୍ଠୁଏ ପାଣିରେ ଚାଲି ଚିକିତ୍ସା ପାଇଁ ଆସୁଛନ୍ତି ରୋଗୀ

ଡ୍ରେନେଜ୍‌ ସମସ୍ୟାରେ ବିନିକା ସିଏଚ୍‌ସି ଜଳମଗ୍ନ, ଆଣ୍ଠୁଏ...

ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...

ଭୁବନେଶ୍ୱରରେ ମଦ୍ୟପାନ ବେଳେ ରକ୍ତାକ୍ତ କାଣ୍ଡ: ସାଙ୍ଗମାନଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ୩ ଅଟକ

ଭୁବନେଶ୍ୱରରେ ମଦ୍ୟପାନ ବେଳେ ରକ୍ତାକ୍ତ କାଣ୍ଡ: ସାଙ୍ଗମାନଙ୍କ...

ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତଗାୟତ୍ରୀ ବ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+