ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ପକ୍ଷରୁ୨୦୨୬ ବାର୍ଷିକ ଇନଷ୍ଟାଣ୍ଟ (Instant) ଓ ଇମ୍ପ୍ରୁଭମେଣ୍ଟ (Improvement) ଉଚ୍ଚମାଧ୍ୟମିକ ପରୀକ୍ଷାର ଫଳବୁଧବାର ସନ୍ଧ୍ୟା ୫ଟାରେ ପ୍ରକାଶ କରାଯାଇଛି।
ଏହି ଫଳାଫଳକଳା (Arts), ବାଣିଜ୍ୟ (Commerce), ବିଜ୍ଞାନ (Science) ଓ ଧନ୍ଦାମୂଳକ (Vocational)ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶିତ ହୋଇଛି।
ଏହି ପରୀକ୍ଷାଜୁଲାଇ ୩ ଓ ୪ ତାରିଖରେରାଜ୍ୟର୩୨ଟି ପରୀକ୍ଷା କେନ୍ଦ୍ରରେଅନୁଷ୍ଠିତ ହୋଇଥିଲା।
ମୋଟ୪,୫୨୫ ଜଣ ପରୀକ୍ଷାର୍ଥୀଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।
ଇନଷ୍ଟାଣ୍ଟ ପରୀକ୍ଷାରେ—
ପରୀକ୍ଷା ନିୟନ୍ତ୍ରକପ୍ରଶାନ୍ତ କୁମାର ପରିଡ଼ାକହିଛନ୍ତି ଯେ, ଇମ୍ପ୍ରୁଭମେଣ୍ଟ ପରୀକ୍ଷାରେ ପ୍ରାପ୍ତ ନମ୍ବର ଛାତ୍ରଛାତ୍ରୀଙ୍କ ଅନଲାଇନ୍ ଏକାଡେମିକ୍ ରେକର୍ଡରେ ସ୍ୱୟଂଚାଳିତ ଭାବେ ଅପଡେଟ୍ ହେବ।
ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରି ନିଜର ଫଳାଫଳ ଦେଖିପାରିବେ—
ଏହା ସହିତ ଫଳାଫଳSAMS e-SpaceଏବଂDigiLockerରେ ମଧ୍ୟ ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେଅଗଷ୍ଟ ୧୫ସୁଦ୍ଧା ନିଜ ନିଜ ସ୍କୁଲରୁ ମୂଳ ମାର୍କସିଟ୍ ଓ ସାର୍ଟିଫିକେଟ୍ ସଂଗ୍ରହ କରିପାରିବେ।
ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...
ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ବର୍ଷା ଏବେ ଚିନ୍ତା ବଢ଼ାଇ...
ଝାଡ଼ଖଣ୍ଡର ଧନବାଦରେ ଅବୈଧ କୋଇଲା ଖନନ ଓ ମନି ଲଣ୍ଡରିଂ ମାମ...
ଭାରତରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ନେଇ ପାକିସ୍ତାନର କିଛ...
‘ବନ୍ଦେ ମାତରମ୍’କୁ ଅପମାନ କରିବା କିମ୍ବା ଏହ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...