BJP takes control of Khariar NAC in Nuapada after councillors join party

ବିଜେପି କବଜାରେ ଖଡ଼ିଆଳ ଏନ୍‌ଏସି, ନଗରପାଳଙ୍କ ସହ ୮ କାଉନସିଲର ଯୋଗଦାନ ପରେ ବିଜୟ ଉତ୍ସବ

ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନ୍‌ଏସି ଏବେ ବିଜେପି ଅକ୍ତିଆରକୁ ଆସିଛି। ନଗରପାଳ ଉଜ୍ଜ୍ୱଳ ଗୁପ୍ତାଙ୍କ ସହ ବିଜେଡି ଓ କଂଗ୍ରେସର ୮ ଜଣ କାଉନସିଲର ବିଜେପିରେ ଯୋଗ ଦେବା ପରେ ବିଜେପି କାଉନସିଲର ସଂଖ୍ୟା ୧୦ରେ ପହଞ୍ଚିଛି। ଏହା ପରେ ବିଜେପି ଶିବିରରେ ବିଜୟ ଉତ୍ସବ ପାଳନ ହୋଇଛି।

ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନ୍ଏସି ଏବେ ବିଜେପି ଦଖଲରେ ଆସିଛି। ପୂର୍ବରୁ କଂଗ୍ରେସ ନିୟନ୍ତ୍ରଣରେ ଥିବା ଖଡ଼ିଆଳ ଏନ୍ଏସିରେ ରାଜନୈତିକ ସମୀକରଣ ବଦଳିଛି।

ଗତ ୧୭ ତାରିଖରେ ଖଡ଼ିଆଳ ନଗରପାଳ ଉଜ୍ଜ୍ୱଳ ଗୁପ୍ତାଙ୍କ ସହ ବିଜେଡି ଓ କଂଗ୍ରେସର ୮ ଜଣ କାଉନସିଲର ବିଜେପିରେ ଯୋଗ ଦେବା ପରେ ଏନ୍ଏସିରେ ବିଜେପି ସଂଖ୍ୟାଗରିଷ୍ଠ ହୋଇଛି।

ଗତ ନିର୍ବାଚନରେ ଖଡ଼ିଆଳ ଏନ୍ଏସିରେ କଂଗ୍ରେସରୁ ଉଜ୍ଜ୍ୱଳ ଗୁପ୍ତା ନଗରପାଳ ଭାବେ ବିଜୟୀ ହୋଇଥିଲେ। ସେତେବେଳେ ବିଜେପିର ୨ ଜଣ, ବିଜେଡିର ୫ ଜଣ ଏବଂ କଂଗ୍ରେସର ୬ ଜଣ କାଉନସିଲର ନିର୍ବାଚିତ ହୋଇଥିଲେ।

ତେବେ ଏବେ କଂଗ୍ରେସର ୫ ଜଣ ଓ ବିଜେଡିର ୩ ଜଣ କାଉନସିଲର ବିଜେପିରେ ସାମିଲ ହେବା ପରେ ବିଜେପି କାଉନସିଲର ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।

ବିଜେପିରେ ଯୋଗଦେଇଥିବା ନଗରପାଳ ଓ କାଉନସିଲରମାନେ ଖଡ଼ିଆଳରେ ପହଞ୍ଚିବା ପରେ ଦଳୀୟ କର୍ମୀମାନେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହା ସହ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା।

ଆଗାମୀ ଦିନରେ ଖଡ଼ିଆଳ ଅଞ୍ଚଳର ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ନଗରପାଳ ଉଜ୍ଜ୍ୱଳ ଗୁପ୍ତା କହିଛନ୍ତି।

Latest News
ଆମେରିକାରେ Software Engineer ଚାକିରି ସହ ମେହେନ୍ଦି କଳା: ଘଣ୍ଟାକୁ ରୋଜଗାର ₹୧୦ ହଜାର ପର୍ଯ୍ୟନ୍ତ

ଆମେରିକାରେ Software Engineer ଚାକିରି ସହ ମେହେନ୍ଦି...

ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...

ବିଶ୍ୱ ମାନଚିତ୍ରରେ ଥିଲା କି ଭୁଲ? ୪୫୦ ବର୍ଷ ପରେ ବଦଳିବ ବିଶ୍ୱ ମାନଚିତ୍ର!

ବିଶ୍ୱ ମାନଚିତ୍ରରେ ଥିଲା କି ଭୁଲ? ୪୫୦...

ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...

ସାଟେଲାଇଟ୍ ଇଣ୍ଟରନେଟ୍‌ରେ ବଡ଼ ପରିବର୍ତ୍ତନ! ଜିଓ-ଷ୍ଟାରଲିଙ୍କ୍‌ ପାଇଁ ଖୋଲିଲା ରାସ୍ତା

ସାଟେଲାଇଟ୍ ଇଣ୍ଟରନେଟ୍‌ରେ ବଡ଼ ପରିବର୍ତ୍ତନ! ଜିଓ-ଷ୍ଟାରଲିଙ୍କ୍‌ ପାଇଁ...

ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...

GDP ଭଲ, କିନ୍ତୁ Viksit Bharat 2047 ପାଇଁ ଯଥେଷ୍ଟ ନୁହେଁ: ସୁରଜିତ ଭଲ୍ଲା, ମୋଣ୍ଟେକ ସିଂହ ଅହଲୁୱାଲିଆ

GDP ଭଲ, କିନ୍ତୁ Viksit Bharat 2047...

ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ମାନହାନି ମାମଲାର ସମନ୍‌ ରଦ୍ଦ କଲେନି ବମ୍ବେ ହାଇକୋର୍ଟ

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ମାନହାନି ମାମଲାର...

କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...

ମୋଦି–ପୁଟିନଙ୍କ ଦ୍ୱିପାକ୍ଷିକ ବୈଠକ: Su-57 ଫାଇଟର୍ ଜେଟ୍, ପରମାଣୁ ସହଯୋଗ ଓ ଆମେରିକା ପ୍ରତିବନ୍ଧକ ଉପରେ ହେବ ଆଲୋଚନା

ମୋଦି–ପୁଟିନଙ୍କ ଦ୍ୱିପାକ୍ଷିକ ବୈଠକ: Su-57 ଫାଇଟର୍ ଜେଟ୍,...

ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...

US-Canada ଟାରିଫ୍ ଯୁଦ୍ଧ: Bombardierକୁ ଟ୍ରମ୍ପଙ୍କ ଚେତାବନୀ, ଆମେରିକାରେ ବିମାନ ତିଆରି କର ନଚେତ୍ ବଜାର ବନ୍ଦ

US-Canada ଟାରିଫ୍ ଯୁଦ୍ଧ: Bombardierକୁ ଟ୍ରମ୍ପଙ୍କ ଚେତାବନୀ,...

ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...

LPG ସିଲିଣ୍ଡର ବୁକିଂ ଗ୍ୟାପ୍ ୪୫ ଦିନରୁ ୨୫ ଦିନକୁ କମିଲା: ଗ୍ରାହକଙ୍କ ପାଇଁ କ’ଣ ବଦଳିଲା?

LPG ସିଲିଣ୍ଡର ବୁକିଂ ଗ୍ୟାପ୍ ୪୫ ଦିନରୁ...

ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+