ଭୁବନେଶ୍ୱର:ବିଜୁ ଜନତା ଦଳ (ବିଜେଡି) ନିଜ ସଂଗଠନକୁ ଆହୁରି ମଜବୁତ କରିବା ପାଇଁଅନୁସୂଚିତ ଜାତି (SC) ସେଲ୍ର ପୁନର୍ଗଠନକରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୂଆ କମିଟିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।
ସଂଗଠନକୁ ଦିଗଦର୍ଶନ ଦେବା ପାଇଁ ବରିଷ୍ଠ ନେତାଙ୍କୁ ନେଇ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି। ଏଥିରେପ୍ରମିଳା ମଲ୍ଲିକ, ପଦ୍ମନାଭ ବେହେରା, ଗଣେଶ୍ୱର ବେହେରା ଏବଂ ସ୍ନେହାଙ୍ଗିନୀ ଛୁରିଆସ୍ଥାନ ପାଇଛନ୍ତି।
ମହେଶ ସାହୁଙ୍କୁ SC ସେଲ୍ର ସଭାପତି ଦାୟିତ୍ୱ ଦିଆଯାଇଛି। ସେହିପରିଚନ୍ଦ୍ର ସାରଥୀ ବେହେରା, ରାଜେନ୍ଦ୍ର କୁମାର ଦାସ ଏବଂ ତୁଷାରକାନ୍ତି ବେହେରାଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି।
ଦଳ ପକ୍ଷରୁଡ. ରାଜଶ୍ରୀ ମଲ୍ଲିକ, ରମେଶ ଚନ୍ଦ୍ର ବେହେରା, ଡ. ପ୍ରମୋଦ କୁମାର ମଲ୍ଲିକ, ଶର୍ମିଷ୍ଠା ସେଠୀ ଏବଂ ରଘୁରାମ ପାଡାଲଙ୍କୁ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।
ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ କରିବା ପାଇଁଅଭିମନ୍ୟୁ ସେଠୀ, ମାଧବ ଧଡ଼ା, ସୁଦର୍ଶନ ହରିପାଲ, ନିହାର ରଞ୍ଜନ ବେହେରା, ଡ. ସଞ୍ଜୟ ଦାସ, ଅନୁସୂୟା ପାତ୍ର ଏବଂ ଲଲିତା ନାୟକଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ମିଳିଛି।
ନୂଆ କମିଟି ମାଧ୍ୟମରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ନିକଟରେ ଦଳର ସଂଗଠନକୁ ଆହୁରି ସକ୍ରିୟ କରିବା ସହ ତୃଣମୂଳ ସ୍ତରରେ ବିଜେଡିର ଭିତ୍ତିକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି।
ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା UPI (Unified Payme...
ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସଙ୍କୁ ନେଇ ଏକ ଘଟଣାର...
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋରେ ଚାଲିଥିବା ଦ୍ୱିତୀୟ...
କାନାଡାର ଏଡମଣ୍ଟନ୍‌ସ୍ଥିତ ଏକ ଶିଖ୍ ଗୁରୁଦ୍ୱାରରେ ଭୋ...
ବୌଦ୍ଧ: ଗଞ୍ଜେଇ କାରବାରକୁ ନେଇ ଏକ ଅଭିଯୋଗ ହୋଇଥିବା ଅଡିଓ...
ଭାରତୀୟ ଲେଗ୍-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଓ ଭାରତ...
ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟରେ ଭାରତୀୟ ୱିକେଟକିପର-ବ...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ଦେଶରେ ଚିନି ଦରରେ ତୀବ୍ର ବୃଦ୍ଧିକୁ ନେଇ ସରକାର ହୋର୍ଡିଂ ର...
ପଶ୍ଚିମ ଏସିଆରେ ଯୁଦ୍ଧ ଓ ଭୂ-ରାଜନୈତିକ ଉତ୍ତେଜନା କାରଣରୁ...
ସ୍ୱିଡେନ୍‌ର ମଧ୍ୟଭାଗରେ ଥିବା ଫାଗେର୍ଷ୍ଟା ସହରର ଏକ...
ଆମେରିକାର ମାସାଚୁସେଟ୍ସରେ ନିଜ ୩ ଶିଶୁଙ୍କୁ ହତ୍ୟା କରିବା...