813 codeine cough syrup bottles seized in Bargarh Odisha

ବରଗଡ଼ରୁ ୮୧୩ କଫ୍ ସିରପ୍ ବୋତଲ ଜବତ, ମହିଳା ଗିରଫ; ନଗଦ ୩.୩୩ ଲକ୍ଷ ଟଙ୍କା ସହ ୨ ଗାଡ଼ି ଜବତ

ବରଗଡ଼ ଜିଲ୍ଲା ଭାଟଲି ଥାନା ପୁଲିସ ବାଦମାଲ ଗ୍ରାମରେ ଚଢ଼ାଉ କରି ୮୧୩ଟି କୋଡିନ୍‌ଯୁକ୍ତ କଫ୍ ସିରପ୍ ବୋତଲ ଜବତ କରିଛି। ସୂଚନା ଆଧାରରେ ସୂର୍ଯ୍ୟକାନ୍ତ ସାହୁଙ୍କ ଘରେ ଚଢ଼ାଉ ବେଳେ ଘର ପଛପଟ ଏକ ଗୁପ୍ତ ଭୂତଳ କୋଠରୀରୁ ଏହି କଫ୍ ସିରପ୍ ମିଳିଥିଲା। ଘଟଣାରେ ସୂର୍ଯ୍ୟକାନ୍ତଙ୍କ ପତ୍ନୀ ପାର୍ବତୀ ସାହୁଙ୍କୁ ପୁଲିସ ଗିରଫ କରିଛି।

ବରଗଡ଼:ବରଗଡ଼ ଜିଲ୍ଲାରେ ପୁଣି ଥରେ ବିପୁଳ ପରିମାଣର କୋଡିନ୍ଯୁକ୍ତ କଫ୍ ସିରପ୍ ଜବତ ହୋଇଛି। ଭାଟଲି ଥାନା ପୁଲିସ ବାଦମାଲ ଗ୍ରାମରେ ଚଢ଼ାଉ କରି୮୧୩ଟି ୧୦୦ ମିଲିଲିଟର କଫ୍ ସିରପ୍ ବୋତଲଜବତ କରିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।

ପୁଲିସକୁ ମିଳିଥିବା ସୂଚନା ଆଧାରରେ ବାଦମାଲ ଗ୍ରାମର ସୂର୍ଯ୍ୟକାନ୍ତ ସାହୁଙ୍କ ଘରେ ଚଢ଼ାଉ କରାଯାଇଥିଲା। ତଲାସୀ ବେଳେ ଘର ପଛପଟେ ଥିବା ଏକ ଗୁପ୍ତ ଭୂତଳ କୋଠରୀରୁ ବିପୁଳ ପରିମାଣର କଫ୍ ସିରପ୍ ବୋତଲ ମିଳିଥିଲା।

ପୁଲିସର ସୂଚନା ଅନୁସାରେ, ଜବତ କଫ୍ ସିରପ୍ରେକୋଡିନ୍ ଫସଫେଟ୍ଥିବା ଜଣାପଡ଼ିଛି ଏବଂ ଏହା NDPS ଆଇନ ଅଧୀନରେ ଆସୁଥିବା କୁହାଯାଇଛି।

ମହିଳା ଗିରଫ, ଟଙ୍କା ଓ ଗାଡ଼ି ଜବତ

ଚଢ଼ାଉ ସମୟରେ ଘଟଣାସ୍ଥଳରୁ ସୂର୍ଯ୍ୟକାନ୍ତ ସାହୁଙ୍କ ପତ୍ନୀପାର୍ବତୀ ସାହୁଙ୍କୁ ପୁଲିସ ଗିରଫ କରିଛି।

ତାଙ୍କ ଘରୁ ପୁଲିସ୩ ଲକ୍ଷ ୩୩ ହଜାର ୬୦୦ ଟଙ୍କା ନଗଦ, ଗୋଟିଏ ଧଳା ମହିନ୍ଦ୍ରା ବୋଲେରୋ, ଗୋଟିଏ କଳା ମହିନ୍ଦ୍ରା ଥାର୍, ୫ଟି ମୋବାଇଲ୍ ଫୋନ୍ ଏବଂ ବ୍ୟାଙ୍କ ପାସ୍ବୁକ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ଘଟଣାରେ କଫ୍ ସିରପ୍ର ଉତ୍ସ, ଏହାର ଚାଲାଣ ଏବଂ ଏହି କାରବାରରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

Latest News
ମୋଦିଙ୍କ ରାଲି ପୂର୍ବରୁ ଦୁଇ ସନ୍ଦିଗ୍ଧ ଅଟକ, ଜଣଙ୍କ ନିକଟରୁ ନକଲି PMO ପରିଚୟପତ୍ର ଜବତ

ମୋଦିଙ୍କ ରାଲି ପୂର୍ବରୁ ଦୁଇ ସନ୍ଦିଗ୍ଧ ଅଟକ,...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...

ଆମେରିକୀୟ AI ମଡେଲ୍‌ର କ୍ଷମତା ଚୋରି କରୁଛି ଚୀନ୍‌! ଚୀନ୍‌ର AI କମ୍ପାନୀ ବିରୋଧରେ ୱାଶିଂଟନ୍‌ର ଗୁରୁତର ଅଭିଯୋଗ

ଆମେରିକୀୟ AI ମଡେଲ୍‌ର କ୍ଷମତା ଚୋରି କରୁଛି...

ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...

ଷ୍ଟକ୍ ଏକ୍ସଚେଞ୍ଜ ବୋର୍ଡରେ କିଏ ରହିପାରିବେ? ନିୟମ ବଦଳାଇବାକୁ SEBIର ପ୍ରସ୍ତାବ

ଷ୍ଟକ୍ ଏକ୍ସଚେଞ୍ଜ ବୋର୍ଡରେ କିଏ ରହିପାରିବେ? ନିୟମ...

ଷ୍ଟକ୍ ଏକ୍ସଚେଞ୍ଜ ଏବଂ ଅନ୍ୟ ପ୍ରମୁଖ ମାର୍କେଟ୍ ଇନ୍ଫ୍ରାଷ୍...

BRICS ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ହୋଟେଲ ଭଡ଼ା ଆକାଶଛୁଆଁ, ₹୨ ଲକ୍ଷରୁ ଅଧିକ ହେଲା ଲଗ୍ଜୁରୀ ରୁମ୍ ଦର

BRICS ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ହୋଟେଲ ଭଡ଼ା...

ରାଜଧାନୀ ଦିଲ୍ଲୀରେ ଆଗାମୀBRICS ସମ୍ମିଳନୀପାଇଁ ପ୍ରସ୍ତୁତି...

ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର ଅଭିଯୋଗ, ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର...

ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...

ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ପ୍ରତିଯୋଜନା ଓ ପାକିସ୍ତାନର ନୂଆ ପ୍ରଦେଶ! ଲଣ୍ଡନର ୯୦ ମିନିଟ୍‌ର ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା

ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ପ୍ରତିଯୋଜନା ଓ ପାକିସ୍ତାନର...

ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...

ବନ୍ୟା-ଭୂସ୍ଖଳନରେ ଛାରଖାର ନେପାଳ, ପୁନଃନିର୍ମାଣ ପାଇଁ ଦରକାର ୫୦ ହଜାର କୋଟି; ଆଗକୁ ବିପଦ ଆଶଙ୍କା

ବନ୍ୟା-ଭୂସ୍ଖଳନରେ ଛାରଖାର ନେପାଳ, ପୁନଃନିର୍ମାଣ ପାଇଁ ଦରକାର...

ନେପାଳରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଏବେ ବି ଟଳିନାହିଁ। ଅ...

ବ୍ୟାଙ୍କ ଲକରରୁ ଗାଏବ ୩୯ ଲକ୍ଷର ସୁନା! ଅସଲି ଗହଣା ବଦଳରେ ରଖିଥିଲେ ନକଲି, ୨ ଗିରଫ

ବ୍ୟାଙ୍କ ଲକରରୁ ଗାଏବ ୩୯ ଲକ୍ଷର ସୁନା!...

ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍ ଗିରଫ, ଅନ୍ୟ ୩ ପିଜିରେ ପୋଲିସର ଚଢ଼ାଉ

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍...

ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...

ମୋଚିଙ୍କ ପୁଅରୁ ପଦ୍ମଶ୍ରୀ: ଦିନେ ମାସକୁ ୯୦ ଟଙ୍କା ଦରମା, ଏବେ ୩୫୦ କୋଟିର କମ୍ପାନୀର ମାଲିକ ଅଶୋକ ଖାଡେ

ମୋଚିଙ୍କ ପୁଅରୁ ପଦ୍ମଶ୍ରୀ: ଦିନେ ମାସକୁ ୯୦...

ସଫଳତା ପାଇଁ ବଡ଼ ପରିବାରିକ ପୃଷ୍ଠଭୂମି କିମ୍ବା ଉତ୍ତରାଧିକ...

୩୫ ଦିନ ବିଳମ୍ବରେ ₹୧୪ ଲକ୍ଷ PF ଦାବି ପରିଶୋଧ, EPFOକୁ ୬% ସୁଧ ଦେବାକୁ ନିର୍ଦ୍ଦେଶ

୩୫ ଦିନ ବିଳମ୍ବରେ ₹୧୪ ଲକ୍ଷ PF...

PF ଦାବି ପରିଶୋଧରେ ବିଳମ୍ବ କରିବା ଏବେ EPFOକୁ ମହଙ୍ଗା ପଡ...

ଆମେରିକାରେ ମିଡ୍‌ଟର୍ମ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ବାର୍ତ୍ତା, ରିପବ୍ଲିକାନ୍‌ ସମ୍ମିଳନୀରେ ଦଳୀୟ ଶକ୍ତି ପ୍ରଦର୍ଶନ

ଆମେରିକାରେ ମିଡ୍‌ଟର୍ମ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବଡ଼...

ଆମେରିକାର ରିପବ୍ଲିକାନ୍‌ ପାର୍ଟି ପ୍ରଥମଥର ପାଇଁ ମିଡ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+