VITEEE 2027: ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ B.Tech ନାମଲେଖା ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ ସବିଶେଷ

VITEEE 2027 ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି Vellore Institute of Technology (VIT)। B.Tech ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ VITEEE 2027ରେ ଅଂଶଗ୍ରହଣ କରିବା ଆବଶ୍ୟକ। ଅନଲାଇନ୍ ଆବେଦନର ଶେଷ ତାରିଖ 31 ମାର୍ଚ୍ଚ 2027 ରହିଛି।
viteee-2027
viteee-2027

B.Tech ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। Vellore Institute of Technology (VIT) ପକ୍ଷରୁ VIT Engineering Entrance Examination (VITEEE) 2027 ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। VITର ଅଧିକୃତ ସୂଚନା ଅନୁଯାୟୀ, 2027-28 ଶିକ୍ଷାବର୍ଷ ପାଇଁ B.Tech ନାମଲେଖା VITEEE 2027 ର୍ୟାଙ୍କ ଆଧାରିତ କାଉନସେଲିଂ ମାଧ୍ୟମରେ ହେବ। 

ଆବେଦନର ଗୁରୁତ୍ୱପୂର୍ଣ୍ଣ ତାରିଖ: VITEEE 2027 ପାଇଁ ଅନଲାଇନ୍ ଆବେଦନ 20 ଅକ୍ଟୋବର 2026ରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ 31 ମାର୍ଚ୍ଚ 2027। ପରୀକ୍ଷା 27 ଏପ୍ରିଲରୁ 2 ମେ 2027 ମଧ୍ୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏହାପରେ ମେ’ର ଦ୍ୱିତୀୟ ସପ୍ତାହରୁ ଫଳ ପ୍ରକାଶ ଓ ଅନଲାଇନ୍ କାଉନସେଲିଂ ଆରମ୍ଭ ହେବାର ସୂଚନା ରହିଛି। ଏହି ତାରିଖଗୁଡ଼ିକ ମଧ୍ୟରୁ ପରୀକ୍ଷା, ଆଡମିଟ୍ କାର୍ଡ ଓ ଫଳ ପ୍ରକାଶ ତାରିଖକୁ VIT ପକ୍ଷରୁ tentative ବୋଲି ଦର୍ଶାଯାଇଛି।

କିଏ ଆବେଦନ କରିପାରିବେ? VITର ନିୟମ ଅନୁଯାୟୀ, 2025 କିମ୍ବା 2026ରେ Class XII/HSC ପାସ୍ କରିଥିବା କିମ୍ବା 2027ରେ Class XII ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀମାନେ VITEEE 2027 ପାଇଁ ଆବେଦନ କରିପାରିବେ। 2024 କିମ୍ବା ତା'ପୂର୍ବରୁ Class XII ପାସ୍ କରିଥିବା ପ୍ରାର୍ଥୀମାନେ ଯୋଗ୍ୟ ନୁହନ୍ତି।

PCM ପ୍ରାର୍ଥୀଙ୍କ ପାଇଁ Class XIIରେ Physics, Chemistry ଓ Mathematicsରେ ମୋଟ 60% ଏବଂ Mathematicsରେ ଅତିକମରେ 50% ମାର୍କ ଆବଶ୍ୟକ। SC/ST ଏବଂ ନିର୍ଦ୍ଦିଷ୍ଟ ଅଞ୍ଚଳର ପ୍ରାର୍ଥୀଙ୍କ ପାଇଁ କିଛି ଶିଥିଳତା ରହିଛି। 

VITEEE 2027 ଏକ Computer-Based Test (CBT) ହେବ ଏବଂ ପରୀକ୍ଷାର ସମୟସୀମା 2 ଘଣ୍ଟା। MPCEA ପ୍ୟାଟର୍ନରେ Mathematicsରୁ 40, Physics 25, Chemistry 25, English 5 ଓ Aptitudeରୁ 5ଟି ପ୍ରଶ୍ନ ରହିବ। PCB ପ୍ରାର୍ଥୀଙ୍କ ପାଇଁ Biology 40, Physics 25, Chemistry 25, English 5 ଓ Aptitude 5ଟି ପ୍ରଶ୍ନ ରହିବ। ପ୍ରତ୍ୟେକ ସଠିକ୍ ଉତ୍ତର ପାଇଁ 4 ମାର୍କ ଏବଂ ଭୁଲ୍ ଉତ୍ତର ପାଇଁ 1 ମାର୍କ କଟିବ। 

VITର B.Tech କାର୍ଯ୍ୟକ୍ରମରେ Computer Science and Engineering, Artificial Intelligence and Machine Learning, Information Technology, Electronics and Communication Engineering, Mechanical Engineering, Biotechnology ସମେତ ବିଭିନ୍ନ ଇଞ୍ଜିନିୟରିଂ ବିଷୟ ଉପଲବ୍ଧ ରହିଛି।

ପ୍ରାର୍ଥୀମାନେ କେବଳ VITର ଅଧିକୃତ ୱେବସାଇଟ୍ ମାଧ୍ୟମରେ ଆବେଦନ କରିବାକୁ VIT ପକ୍ଷରୁ ପରାମର୍ଶ ଦିଆଯାଇଛି। VITEEE 2027ରେ ର୍ୟାଙ୍କ ହାସଲ କରିବା ପରେ ଅନଲାଇନ୍ କାଉନସେଲିଂ ମାଧ୍ୟମରେ କ୍ୟାମ୍ପସ୍ ଓ ପ୍ରୋଗ୍ରାମ୍ ବାଛିବାର ସୁଯୋଗ ମିଳିବ।

LIVE TV
LIVE
Latest News
୨୬ ଅକ୍ଟୋବରରୁ ୩ ନଭେମ୍ବର ସାପ୍ତାହିକ ରାଶିଫଳ: କାହାର ଚମକିବ ଭାଗ୍ୟ, କାହାକୁ ମିଳିବ ଧନଲାଭର ସୁଯୋଗ? ଜାଣନ୍ତୁ ୧୨ ରାଶିର ଭବିଷ୍ୟଫଳ

୨୬ ଅକ୍ଟୋବରରୁ ୩ ନଭେମ୍ବର ସାପ୍ତାହିକ ରାଶିଫଳ:...

ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...

ନେତନ୍ୟାହୁଙ୍କ ମାସିକ ଦରମା କେତେ? ଜାଣିଲେ ଚକିତ ହେବେ!

ନେତନ୍ୟାହୁଙ୍କ ମାସିକ ଦରମା କେତେ? ଜାଣିଲେ ଚକିତ...

ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତ...

ଶୁକ୍ର ଗ୍ରହ ବକ୍ରୀ: ଏହି ୫ ରାଶି ରୁହନ୍ତୁ ସତର୍କ, ଧନ-ସମ୍ପର୍କରେ ନିଷ୍ପତ୍ତି ନେବାବେଳେ ସାବଧାନ

ଶୁକ୍ର ଗ୍ରହ ବକ୍ରୀ: ଏହି ୫ ରାଶି...

ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...

ବ୍ରାଜିଲ ନିର୍ବାଚନ ‘ରିଗ୍ଡ୍’ ଲାଗୁଛି: ଲୁଲାଙ୍କ ବିଜୟକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି

ବ୍ରାଜିଲ ନିର୍ବାଚନ ‘ରିଗ୍ଡ୍’ ଲାଗୁଛି: ଲୁଲାଙ୍କ ବିଜୟକୁ...

ଲୁଲାଙ୍କ ବିଜୟ, ହାରିଲେ ଫ୍ଲାଭିଓ ବୋଲସୋନାରୋ ରବିବାର ହ...

ମୋଦୀ-ଜୟଶଙ୍କର-ଥରୁରଙ୍କ ସହ ଇରାନ ପ୍ରତିନିଧିଙ୍କ ଭେଟ; ବ୍ରିକ୍ସ ମଞ୍ଚରେ ଭାରତ-ଇରାନ ସମ୍ପର୍କ ଉପରେ ଗୁରୁତ୍ୱ

ମୋଦୀ-ଜୟଶଙ୍କର-ଥରୁରଙ୍କ ସହ ଇରାନ ପ୍ରତିନିଧିଙ୍କ ଭେଟ; ବ୍ରିକ୍ସ...

ନୂଆଦିଲ୍ଲୀର ସମ୍ବିଧାନ ସଦନରେ ଅକ୍ଟୋବର ୨୬ ଓ ୨୭ରେ ୧୨ତମ ବ...

ଇସ୍ରାଏଲରେ ନେତାନ୍ୟାହୁଙ୍କ ପାଇଁ ଅଗ୍ନିପରୀକ୍ଷା, ଯୁଦ୍ଧ ଓ ସୁରକ୍ଷା ବିବାଦ ମଧ୍ୟରେ କ୍ଷମତା ଲଢ଼େଇ

ଇସ୍ରାଏଲରେ ନେତାନ୍ୟାହୁଙ୍କ ପାଇଁ ଅଗ୍ନିପରୀକ୍ଷା, ଯୁଦ୍ଧ ଓ...

ନେତାନ୍ୟାହୁଙ୍କ ସାମ୍ନାରେ କଡ଼ା ଚ୍ୟାଲେଞ୍ଜ ପ୍ରାୟ ୧୯...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+