‘ଦ ମିଲେଟ୍ ଡାଏରୀ’ର ଟିଜର ମୁକ୍ତିଲାଭ; ରଥଯାତ୍ରାରେ ପ୍ରେକ୍ଷାଳୟକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର **‘ଦ ମିଲେଟ୍ ଡାଏରୀ’**ର ଟିଜର ମୁକ୍ତିଲାଭ କରିଛି। ମାଣ୍ଡିଆର ଐତିହ୍ୟ, ପୌଷ୍ଟିକ ଗୁଣ ଓ ପ୍ରେମ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ ରଥଯାତ୍ରା ଅବସରରେ ରିଲିଜ୍ ହେବ।
The teaser launch event of Odia film The Millet Diary in Bhubaneswar.
The teaser launch event of Odia film The Millet Diary in Bhubaneswar.

ଭୁବନେଶ୍ୱରର ହୋଟେଲ୍ ପ୍ରେସିଡେନ୍ସିରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର **‘ଦ ମିଲେଟ୍ ଡାଏରୀ’**ର ଟିଜର ଗୁରୁବାର ମୁକ୍ତିଲାଭ କରିଛି। ଇନଫିସନ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମା ଆସନ୍ତା ରଥଯାତ୍ରା ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରର ମୂଳ କାହାଣୀ ମାଣ୍ଡିଆ (ରାଗି)ର ଐତିହାସିକ ଗୁରୁତ୍ୱ, ପୌଷ୍ଟିକ ଗୁଣ ଏବଂ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିକୁ କେନ୍ଦ୍ର କରି ଗଢ଼ାଯାଇଛି। କଳିଙ୍ଗର ପ୍ରାଚୀନ ଔଷଧୀୟ ଜ୍ଞାନ, ସ୍ୱାସ୍ଥ୍ୟ ସଚେତନତା ଓ ଏକ ଭାବପ୍ରବଣ ପ୍ରେମ କାହାଣୀକୁ ଏଥିରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି।

ନିର୍ମାତାଙ୍କ କହିବା ଅନୁସାରେ, ଏହି ଫିଲ୍ମ କେବଳ ଏକ ମନୋରଞ୍ଜନଧର୍ମୀ କାହାଣୀ ନୁହେଁ, ବରଂ ଓଡ଼ିଶାର ସ୍ୱଦେଶୀ ଖାଦ୍ୟ ପରମ୍ପରା ଓ ମିଲେଟ୍ର ଉପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାର ଏକ ପ୍ରୟାସ।

ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର, ଅଭିଷେକ ପଣ୍ଡା, ଶିବାନୀ ସଙ୍ଗୀତା, ରାଜ ରାଜେଶ ଓ ଶ୍ରୀତମ ଦାସ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ କୁନା ତ୍ରିପାଠୀ, ଶକ୍ତି ବରାଳ, ସୁଶାନ୍ତ ଦାସ ମହାପାତ୍ର, ରେବାଂଶ ମହାନ୍ତି, ସାଣ୍ଟୁ ନିଜେ, କାଞ୍ଚନ, ରାଜଶ୍ରୀ, ଦୀପକ, ଦେବିକା ଓ ଶ୍ରେୟା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ।

ଅଭିନେତ୍ରୀ ଶିବାନୀ ସଙ୍ଗୀତା କହିଛନ୍ତି, ଟିଜରକୁ ଦର୍ଶକଙ୍କ ଭଲପାଇବା ମିଳିବ ବୋଲି ଆମର ଆଶା। ସମସ୍ତେ ୟୁଟ୍ୟୁବରେ ଟିଜର ଦେଖି ନିଜ ମତାମତ ଦିଅନ୍ତୁ। ବର୍ତ୍ତମାନ ଓଡ଼ିଆ ସିନେମାରେ ଭଲ କାହାଣୀଭିତ୍ତିକ ଫିଲ୍ମ ଆସୁଛି। ସେହିପରି‘ଦ ମିଲେଟ୍ ଡାଏରୀ’ମଧ୍ୟ ଦର୍ଶକଙ୍କ ଭଲପାଇବା ପାଇବ ବୋଲି ଆମେ ଆଶା କରୁଛୁ।

LIVE TV
LIVE
Latest News
ସେୟାର ବଜାରରେ ବଡ଼ ଉଛାଳ! ୧,୨୨୫ ପଏଣ୍ଟ ବଢ଼ିଲା ସେନସେକ୍ସ, ୨୩,୮୦୦ ପାର୍ ନିଫ୍ଟି

ସେୟାର ବଜାରରେ ବଡ଼ ଉଛାଳ! ୧,୨୨୫ ପଏଣ୍ଟ...

ଭାରତୀୟ ଶେୟାର ବଜାରରେ ମଙ୍ଗଳବାର, ନଭେମ୍ବର ୩ ତାରିଖରେ ଜୋ...

ରିଲିଜ୍ ପୂର୍ବରୁ ₹୬୬୫ କୋଟିର ଡିଲ୍! ଶାହରୁଖ ଖାନଙ୍କ ‘King’କୁ ନେଇ ବଢ଼ିଲା ଚର୍ଚ୍ଚା

ରିଲିଜ୍ ପୂର୍ବରୁ ₹୬୬୫ କୋଟିର ଡିଲ୍! ଶାହରୁଖ...

ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘King’ ରିଲିଜ...

ନୂଆ CEO ଜନ୍ ଟର୍ନସଙ୍କ ପ୍ରଥମ ରିପୋର୍ଟରେ ଆପଲ୍‌ର ବଡ଼ ସଫଳତା! ଆଶାଠାରୁ ଅଧିକ ରାଜସ୍ୱ

ନୂଆ CEO ଜନ୍ ଟର୍ନସଙ୍କ ପ୍ରଥମ ରିପୋର୍ଟରେ...

ଆ CEOଙ୍କ ନେତୃତ୍ୱରେ ଆପଲ୍‌ର ଦମଦାର ଆର୍ଥିକ ପ୍ରଦର୍...

Muhurat Trading 2026: ନଭେମ୍ବର ୮ରେ ଖୋଲିବ ଷ୍ଟକ୍ ମାର୍କେଟ୍! NSE ଓ BSEର ଟ୍ରେଡିଂ ସମୟ ଜାଣନ୍ତୁ

Muhurat Trading 2026: ନଭେମ୍ବର ୮ରେ ଖୋଲିବ...

ଦୀପାବଳି ସମୟରେ ଭାରତୀୟ ଷ୍ଟକ୍ ମାର୍କେଟ୍ରେ ମୁହୂର୍ତ୍ତ ଟ୍...

ପୁଣି ଏସିଆର ସବୁଠାରୁ ଧନୀ ମୁକେଶ ଅମ୍ବାନୀ! ଗୋଟିଏ ଦିନରେ ବଢ଼ିଲା ୮ ବିଲିୟନ୍ ଡଲାର ସମ୍ପତ୍ତି

ପୁଣି ଏସିଆର ସବୁଠାରୁ ଧନୀ ମୁକେଶ ଅମ୍ବାନୀ!...

ରିଲାଏନ୍ସ ସେୟାରରେ ବୃଦ୍ଧି, ଅମ୍ବାନୀଙ୍କ ସମ୍ପତ୍ତିରେ ବଡ଼...

ଧାର୍ମିକ ସହିଷ୍ଣୁତା ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ ଉଠିଲା ପ୍ରଶ୍ନ, ‘ବିଗ୍ ବସ୍ ମାଲାୟାଲମ୍’ ଘଟଣାକୁ ନେଇ ଚର୍ଚ୍ଚା

ଧାର୍ମିକ ସହିଷ୍ଣୁତା ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ...

ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ବୈଠ...

ଦୁଇ ଫିଲ୍ମରୁ ₹୫୦୦ କୋଟିରୁ ଅଧିକ ଆୟ! ‘Scene’ ଜରିଆରେ ହ୍ୟାଟ୍ରିକ୍ ଲକ୍ଷ୍ୟରେ ସୂର୍ଯ୍ୟ

ଦୁଇ ଫିଲ୍ମରୁ ₹୫୦୦ କୋଟିରୁ ଅଧିକ ଆୟ!...

ତାମିଲ୍ ସିନେମାର ଲୋକପ୍ରିୟ ଅଭିନେତା ସୂର୍ଯ୍ୟଙ୍କ ପାଇଁ ୨୦...

ରିଲିଜ୍ ପୂର୍ବରୁ ‘ରାମାୟଣ’ର ରେକର୍ଡ! ଆଡଭାନ୍ସ ବୁକିଂ ₹୧୦୦ କୋଟି ପାର୍, ‘ଧୁରନ୍ଧର ୨’କୁ ଟକ୍କର ଦେବାକୁ ପ୍ରସ୍ତୁତ

ରିଲିଜ୍ ପୂର୍ବରୁ ‘ରାମାୟଣ’ର ରେକର୍ଡ! ଆଡଭାନ୍ସ ବୁକିଂ...

ମୁମ୍ବାଇ: ରିଲିଜ୍ ପୂର୍ବରୁ ହିଁ ବକ୍ସ ଅଫିସରେ ହଇଚଇ ସୃଷ୍ଟ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+