ନାସିକ୍‌ ଟିସିଏସ୍‌ ବିପିଓ ଯୋଗୁଁ ଯୌନ ନିର୍ଯାତନା ମାମଲା: ତଦନ୍ତ ପାଇଁ ଏନ୍‌ସିଡବ୍ଲ୍ୟୁର କମିଟି ଗଠନ

ମହାରାଷ୍ଟ୍ରର ନାସିକ୍‌ ସ୍ଥିତ ଟିସିଏସ୍‌ ବିପିଓ କେନ୍ଦ୍ରରେ ଯୋଗୁଁ ଯୌନ ନିର୍ଯାତନା ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଜାତୀୟ ମହିଳା ଆୟୋଗ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଛି।
NCW team to investigate sexual harassment case at TCS BPO centre in Nashik
NCW team to investigate sexual harassment case at TCS BPO centre in Nashik

ମହାରାଷ୍ଟ୍ରର ନାସିକ୍ ସ୍ଥିତ ଟିସିଏସ୍ ବିପିଓ ସେଣ୍ଟରରେ ମହିଳାଙ୍କୁ ଯୋଗୁଁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗକୁ ନେଇ ଜାତୀୟ ମହିଳା ଆୟୋଗ (ଏନ୍ସିଡବ୍ଲ୍ୟୁ) ସ୍ବତଃ ସଂଜ୍ଞାନ ନେଇଛି। ଏହାକୁ ଗୁରୁତ୍ୱ ଦେଇ ଆୟୋଗ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆୟୋଗ ଜାରି କରିଥିବା ବିବୃତି ଅନୁଯାୟୀ, କମିଟି ନାସିକ୍ରେ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ପୀଡିତା, ସାକ୍ଷୀ ଓ ସମ୍ପୃକ୍ତ ଅଧିକାରୀଙ୍କୁ ପଚାରାଉଚାରା କରିବ। ଜାତୀୟ ମହିଳା ଆୟୋଗ ଆଇନ ୧୯୯୦ ର ଧାରା ୮ ଅନୁଯାୟୀ ଏହି କମିଟି ଗଠନ କରାଯାଇଛି।

ଏହି କମିଟିରେ ବମ୍ବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ସାଧନା ଯାଧବ, ପୂର୍ବତନ ଡିଜିପି ବିକେ ସିହ୍ନା, ସୁପ୍ରିମକୋର୍ଟ ଓକିଲ ମୋନିକା ଆରୋରା ଓ ଏନ୍ସିଡବ୍ଲ୍ୟୁର ବରିଷ୍ଠ ସଂଯୋଜକ ଲୀଳାବତୀ ଅଛନ୍ତି। କମିଟି ୧୦ ଦିନ ମଧ୍ୟରେ ତାଙ୍କ ରିପୋର୍ଟ ଦାଖଲ କରିବ।

ଘଟଣାଟି ୨୦୨୬ ମାର୍ଚ୍ଚ ଶେଷ ସପ୍ତାହରେ ଜଣେ ମହିଳା କର୍ମଚାରୀଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁଯାୟୀ, ୨୦୨୨ ରୁ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ଚାରି ବର୍ଷ ଧରି ଦୁଷ୍କର୍ମ ଓ ଧର୍ମ ପରିବର୍ତ୍ତନ ପାଇଁ ଚାପ ପ୍ରୟୋଗ ହେଉଥିଲା।

ନାସିକ୍ ପୁଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଛି ଓ ଜଣେ ମହିଳା ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର୍ ଅଛନ୍ତି। ତଦନ୍ତ ପାଇଁ ଏକ ବିଶେଷ ତଦନ୍ତ ଦଳ (SIT) ମଧ୍ୟ ଗଠନ କରାଯାଇଛି, ଯେଉଁଥିରେ ୪୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି।

ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍ ମଧ୍ୟ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛନ୍ତି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କୌଣସି ପ୍ରକାରର ଅସଦାଚରଣ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଅନୁସରଣ କରାଯିବ।

ଅନ୍ୟପଟେ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଚର୍ଚ୍ଚିତ ନିଦା ଖାନ୍ ଏପର୍ଯ୍ୟନ୍ତ ଫେରାର୍ ଅଛନ୍ତି। ସେ ମୁମ୍ବାଇରେ ଥିବା ନେଇ ସୂଚନା ମିଳୁଛି। ସେ ଏଚଆର୍ ବିଭାଗର ଅଂଶ ନୁହେଁ ବୋଲି ତାଙ୍କ ପରିବାର ପକ୍ଷରୁ ସପ୍ଷଟ କରାଯାଇଛି।

LIVE TV
LIVE
Latest News
ସ୍ପେନ୍‌ରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୬୮ ମୃତ, ପରିବହନ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ସ୍ପେନ୍‌ରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୬୮ ମୃତ,...

ସ୍ପେନ୍‌ରେ ଘଟିଥିବା ଭୟାବହ ହାଇସ୍ପିଡ୍ ଟ୍ରେନ୍ ଦୁର୍...

ଦୀପାବଳି ପୂର୍ବରୁ ଓଡ଼ିଶାରେ ବଡ଼ ଚଢ଼ାଉ! ୧୩ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ

ଦୀପାବଳି ପୂର୍ବରୁ ଓଡ଼ିଶାରେ ବଡ଼ ଚଢ଼ାଉ! ୧୩...

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଓଡ଼ିଶାରେ ବେଆଇନ ଭାବେ ବାଣ...

ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍, ୪ ଗିରଫ; ୭୦ଟି ସିଲିଣ୍ଡର ଜବତ

ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍,...

ରାଜଧାନୀ ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିବା ଏ...

Binance ହ୍ୟାକ୍ ପରେ କ୍ରିପ୍ଟୋକରେନ୍ସି ଉପରେ ଭରସା ହରାଉଛନ୍ତି ଭାରତୀୟ! ୮୨%ଙ୍କ ଭରସା କମ୍, ୫୯% ଚାହୁଁଛନ୍ତି ସମ୍ପୂର୍ଣ୍ଣ ନିଷେଧ

Binance ହ୍ୟାକ୍ ପରେ କ୍ରିପ୍ଟୋକରେନ୍ସି ଉପରେ ଭରସା...

Binance ହ୍ୟାକ୍ ପରେ କ୍ରିପ୍ଟୋ ସୁରକ୍ଷା ଉପରେ ପ୍ରଶ୍ନ...

ବ୍ୟାଙ୍କଗୁଡ଼ିକ ଉପରେ RBIର ସାଇବର ସୁରକ୍ଷା ଯାଞ୍ଚ କଡ଼ା, AI ଆକ୍ରମଣ ଓ API ତ୍ରୁଟିକୁ ନେଇ ଚିନ୍ତା

ବ୍ୟାଙ୍କଗୁଡ଼ିକ ଉପରେ RBIର ସାଇବର ସୁରକ୍ଷା ଯାଞ୍ଚ...

ସାଇବର ଆକ୍ରମଣ ପରେ RBIର କଡ଼ା ଆଭିମୁଖ୍ୟ ଭାରତର ବ୍ୟାଙ...

Flipkartରେ ୧୫୦ କୋଟିରୁ ଅଧିକ ଟଙ୍କାର କିକ୍‌ବ୍ୟାକ୍ ଅଭିଯୋଗ! କର୍ମଚାରୀଙ୍କ ବିରୋଧରେ ତଦନ୍ତ କରୁଛି Walmart

Flipkartରେ ୧୫୦ କୋଟିରୁ ଅଧିକ ଟଙ୍କାର କିକ୍‌ବ୍ୟାକ୍...

ଭାରତର ପ୍ରମୁଖ ଇ-କମର୍ସ କମ୍ପାନୀ Flipkartରେ କଥିତ ଆର୍ଥି...

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ! ଯୋରରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ! ଯୋରରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ...

କେନ୍ଦ୍ରାପଡ଼ା:ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ପ...

ମହାକାଶରୁ AIର ପ୍ରଥମ ଉତ୍ତର ପାଇଲା Google! ସାଟେଲାଇଟ୍‌ରୁ ଫେରିଲା କବିତା

ମହାକାଶରୁ AIର ପ୍ରଥମ ଉତ୍ତର ପାଇଲା Google!...

ନୂଆଦିଲ୍ଲୀ: ମହାକାଶରେ AI ଡାଟା ସେଣ୍ଟର୍ ନିର୍ମାଣ କରିବାର...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+