ଲକ୍ଷ୍ନୌ:ଆଗାମୀ ଫିଲ୍ମ **‘ବଟୱାରା ୧୯୪୭’**କୁ ନେଇ ସନି ଦେଓଲ ଓ ପ୍ରୀତି ଜିଣ୍ଟା ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଅଗଷ୍ଟ ୭ରେ ଲକ୍ଷ୍ନୌ ଗସ୍ତ ସମୟରେ ଦୁହେଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ସାକ୍ଷାତକାରକୁ ସନି ଦେଓଲ ଆତ୍ମୀୟ ଓ ସୁଖଦ ବୋଲି ବର୍ଣ୍ଣନା କରିଛନ୍ତି।
‘ବଟୱାରା ୧୯୪୭’ ଭାରତ ବିଭାଜନର ପୃଷ୍ଠଭୂମିରେ ନିର୍ମିତ ଏକ ଐତିହାସିକ ଡ୍ରାମା। ଏହା ପୂର୍ବରୁ‘ଲାହୋର ୧୯୪୭’ନାମରେ ଘୋଷିତ ହୋଇଥିଲା। ରାଜକୁମାର ସନ୍ତୋଷୀ ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିବାବେଳେ ସନି ଦେଓଲ, ପ୍ରୀତି ଜିଣ୍ଟା, ଶବାନା ଆଜମୀ, କରଣ ଦେଓଲ ଓ ଅଲି ଫଜଲ ପ୍ରମୁଖ ଭୂମିକାରେ ଅଛନ୍ତି।
ଫିଲ୍ମଟି୧୪ ଅଗଷ୍ଟ ୨୦୨୬ରେ ସିନେମାହଲକୁ ଆସିବ। CBFC ପକ୍ଷରୁ ଏହାକୁ ବିନା କଟ୍ରେ ‘A’ ସାର୍ଟିଫିକେଟ୍ ମିଳିଛି।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଉଦ୍ଧବ ପାଢ଼...
ଆମେରିକାର ଇଲିନୋଇସ୍‌ର ଇଷ୍ଟ ସେଣ୍ଟ ଲୁଇସ୍‌ରେ...
କମନୱେଲଥ ଗେମ୍ସରେ ଭାରତୀୟ ଜୁଡୋ ନୂଆ ଇତିହାସ ରଚିଛି। ୨୦୨୬...
ଭାରତୀୟ କ୍ରିକେଟ ଦଳର ୱିକେଟକିପର-ବ୍ୟାଟର ରିଷଭ ପନ୍ତ ନିଜ...
ପୁଲିସର ସୂଚନା ଅନୁସାରେ, ଅଗଷ୍ଟ ୧ ତାରିଖରେ ମହାନୀ ଦାସ ଚନ...
୨୦୨୬ ଫିଫା ବିଶ୍ୱକପ୍‌ ସମୟରେ ଫୁଟବଲ୍‌ର ସୁପରଷ...
ନୂଆଦିଲ୍ଲୀ: ଗ୍ଲାସଗୋରେ ଆୟୋଜିତ କମନୱେଲଥ ଗେମ୍ସ ୨୦୨୬ରେ ପ...
୨୦ ଜଣ ଗିରଫ, ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ସୂଚନା ଅନ...