ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଏକ ଗାଁରେ ଦନ୍ତାହାତୀ ପଶିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବଣାଇ ରେଞ୍ଜ ଅଧୀନ ବଡ଼ପୋଷ ଗାଁରେ ଦନ୍ତାହାତୀଟି ହଠାତ୍ ପଶି ଘର ନିକଟରେ ପହଞ୍ଚିଥିଲା।
ହାତୀଟି ଗାଁ ଭିତରେ ଘର ନିକଟକୁ ଚାଲିଆସିବା ଦେଖି ଅନେକ ଲୋକ ଭୟରେ ଘରୁ ବାହାରି ଦୂରକୁ ଚାଲିଯାଇଥିଲେ। ତେବେ କିଛି ଗ୍ରାମବାସୀ ସେଠାରେ ରହି ଥାଳି ଓ ଟିଣ ବଜାଇ ଶବ୍ଦ କରି ହାତୀଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବନ ବିଭାଗର କର୍ମଚାରୀମାନେ ଗାଁରେ ପହଞ୍ଚିଥିଲେ। ଟିମ୍ ହାତୀକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ସହ ଏହା ପୁଣି ଗାଁ ଭିତରକୁ ନ ଫେରିବା ପାଇଁ ଗତିବିଧି ଉପରେ ନଜର ରଖିଛି।
ବହୁ ପ୍ରତୀକ୍ଷିତNational Stock Exchange of India (NS...
ଦେଶରେ ଚଳିତ ବର୍ଷର ଦୁର୍ବଳ ମୌସୁମୀ ଏବେ ଧୀରେ ଧୀରେ ବିଦାୟ...
ଭାରତର IITରୁ ପଢ଼ି Silicon Valleyରେ ନିଜର ପରିଚୟ ତିଆରି...
QS Global MBA Rankings 2027 ସେପ୍ଟେମ୍ବର 16, 2026ରେ...
ବିଶ୍ୱ ତେଲ ବଜାରରେ ଦରର ଅସ୍ଥିରତା ମଧ୍ୟରେପେଟ୍ରୋଲ, ଡିଜେଲ...