ବୃଦ୍ଧଙ୍କୁ ୧୦.୭୪ କୋଟି ଟଙ୍କା ଠକେଇ: ‘ରିଲ୍ ଷ୍ଟାର’ ରୋହନ ଜାଧବ ଗିରଫ

ପୁଣେରେ ଡିଜିଟାଲ ଆରେଷ୍ଟ ଠକେଇ ମାମଲାରେ ଜଣେ ବୃଦ୍ଧଙ୍କଠାରୁ ୧୦.୭୪ କୋଟି ଟଙ୍କା ଠକେଇ ଅଭିଯୋଗରେ ସୋସିଆଲ ମିଡିଆ ‘ରିଲ୍ ଷ୍ଟାର’ ରୋହନ ଜାଧବଙ୍କୁ ଗିରଫ କରାଯାଇଛି। ପୁଲିସ ଅନୁସାରେ, ଠକେଇ ଟଙ୍କାକୁ ୫,୪୩୬ଟି ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା। ହଂକଂର ହ୍ୟାଣ୍ଡଲରଙ୍କ ସହ କ୍ରିପ୍ଟୋକରେନ୍ସି ମାଧ୍ୟମରେ ଆର୍ଥିକ କାରବାର କରାଯାଉଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି।
Reel star Rohan Jadhav arrested in Rs 10.74 crore digital arrest scam case
Reel star Rohan Jadhav arrested in Rs 10.74 crore digital arrest scam case

ପୁଣେରେ ଜଣେ ବୃଦ୍ଧଙ୍କଠାରୁ୧୦.୭୪ କୋଟି ଟଙ୍କାର ଡିଜିଟାଲ ଆରେଷ୍ଟ ଠକେଇମାମଲାରେ ସୋସିଆଲ ମିଡିଆ ‘ରିଲ୍ ଷ୍ଟାର’ ରୋହନ ଜାଧବଙ୍କୁ ଗିରଫ କରାଯାଇଛି। ପୁଲିସର ଚାପ ବଢ଼ିବା ପରେ ଜାଧବ କୋର୍ଟରେ ଆତ୍ମସମର୍ପଣ କରିଥିବା ଅଧିକାରୀମାନେ କହିଛନ୍ତି।

ଚଳିତ ବର୍ଷ ଜାନୁଆରୀରେ ଏହି ଠକେଇ ହୋଇଥିବା ଜଣାପଡ଼ିଛି। ଠକମାନେ ନିଜକୁସିବିଆଇ ଅଧିକାରୀବୋଲି ପରିଚୟ ଦେଇ ବୃଦ୍ଧଙ୍କୁ ଏକ ମାମଲାରେ ଫସିଥିବା କହିଥିଲେ। ତାଙ୍କୁ ‘ଡିଜିଟାଲ ଆରେଷ୍ଟ’ କରିବାର ଧମକ ଦେଇ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କୁହାଯାଇଥିଲା।

ବୃଦ୍ଧ ଜଣକ ଠକେଇର ଶିକାର ହୋଇଥିବା ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ଜଣେ ଅଭିଯୁକ୍ତ ଏଟିଏମରୁ ଟଙ୍କା ଉଠାଇଥିବା ଜଣାପଡ଼ିବା ପରେ ପୁଣେ ପୁଲିସ ଠକେଇ ନେଟୱର୍କର ସଦସ୍ୟମାନଙ୍କୁ ଚିହ୍ନଟ କରିଥିଲା।

ଏହି ମାମଲାରେ ପୂର୍ବରୁହର୍ଷଦ ସୁଭାଷ ଧନତୋଲେ, ସମର୍ଥ ସୁରେଶ ଦେଶମୁଖ ଓ ଅମର ଶିବାଜୀ ଅଟ୍ଟାର୍ଗିଙ୍କୁ ଗିରଫ କରାଯାଇଥିଲା। ତଦନ୍ତ ସମୟରେ ଧନତୋଲେ ଉଠାଯାଇଥିବା ଟଙ୍କା ରୋହନ ଜାଧବଙ୍କୁ ଦେଇଥିବା ପୁଲିସକୁ କହିଥିଲେ।

ପୁଲିସ ଅନୁସାରେ, ଠକେଇର୧୦.୭୪ କୋଟି ଟଙ୍କାକୁ ୫,୪୩୬ଟି ବ୍ୟାଙ୍କ ଆକାଉଣ୍ଟକୁସ୍ଥାନାନ୍ତର କରାଯାଇଥିଲା। ଜାଧବ ଟେଲିଗ୍ରାମ ମାଧ୍ୟମରେ ହଂକଂର କିଛି ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ଥିବା ଏବଂ ଭିଡିଓ କଲ୍ରେ ସେମାନଙ୍କ ସହ କଥା ହେଉଥିବା ତଦନ୍ତରୁ ଜଣାପଡ଼ିଛି।

ଅଧିକାରୀମାନଙ୍କ ଦାବି ଅନୁସାରେ, ଜାଧବକ୍ରିପ୍ଟୋକରେନ୍ସି ମାଧ୍ୟମରେ ହଂକଂର ହ୍ୟାଣ୍ଡଲରଙ୍କ ସହ ଆର୍ଥିକ କାରବାରକରୁଥିଲେ ଏବଂ ଏଥିପାଇଁ ମୋଟା କମିସନ ପାଉଥିଲେ। ସେ ସେଲିବ୍ରିଟି ମ୍ୟାନେଜମେଣ୍ଟ କ୍ଷେତ୍ରରେ ମଧ୍ୟ କାମ କରୁଥିବା ପୁଲିସ କହିଛି।

ରୋହନ ଜାଧବଙ୍କ ବିରୋଧରେପୁଣେ ଏବଂ ପିମ୍ପରି-ଚିଞ୍ଚୱାଡରେ ଦୁଇଟି ମାମଲାରୁଜୁ ହୋଇଛି। ଘଟଣାରେ ଜଡ଼ିତ ଅନ୍ୟ ବ୍ୟକ୍ତି ଓ ଆର୍ଥିକ କାରବାରର ତଦନ୍ତ ଜାରି ରହିଛି।

LIVE TV
LIVE
Latest News
ଦୁଇ ଫିଲ୍ମରୁ ₹୫୦୦ କୋଟିରୁ ଅଧିକ ଆୟ! ‘Scene’ ଜରିଆରେ ହ୍ୟାଟ୍ରିକ୍ ଲକ୍ଷ୍ୟରେ ସୂର୍ଯ୍ୟ

ଦୁଇ ଫିଲ୍ମରୁ ₹୫୦୦ କୋଟିରୁ ଅଧିକ ଆୟ!...

ତାମିଲ୍ ସିନେମାର ଲୋକପ୍ରିୟ ଅଭିନେତା ସୂର୍ଯ୍ୟଙ୍କ ପାଇଁ ୨୦...

ଓଡ଼ିଶାର କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସିକ ₹୧୦ ହଜାର ଯାଏଁ ପ୍ରୋତ୍ସାହନ ରାଶି, ମୋହନ ମାଝୀଙ୍କ ଅନୁମୋଦନ

ଓଡ଼ିଶାର କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସିକ ₹୧୦...

ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ କଲେଜ ପରିଚାଳନାକୁ ଅଧିକ...

କଟକ ମହିଳା ହତ୍ୟା ମାମଲାରେ ବଡ଼ ଖୁଲାସା! କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍

କଟକ ମହିଳା ହତ୍ୟା ମାମଲାରେ ବଡ଼ ଖୁଲାସା!...

କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ  ...

ପୁଲିସ ପୋଷ୍ଟ ଭିତରେ ବ୍ରାଉନ୍‌ ସୁଗାର ସେବନ ଅଭିଯୋଗ! ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

ପୁଲିସ ପୋଷ୍ଟ ଭିତରେ ବ୍ରାଉନ୍‌ ସୁଗାର ସେବନ...

ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...

ଓଡ଼ିଶାର କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସିକ ₹୧୦ ହଜାର ଯାଏଁ ପ୍ରୋତ୍ସାହନ ରାଶି, ମୋହନ ମାଝୀଙ୍କ ଅନୁମୋଦନ

ଓଡ଼ିଶାର କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସିକ ₹୧୦...

ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ କଲେଜ ପରିଚାଳନାକୁ ଅଧିକ...

ଧାର୍ମିକ ସହିଷ୍ଣୁତା ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ ଉଠିଲା ପ୍ରଶ୍ନ, ‘ବିଗ୍ ବସ୍ ମାଲାୟାଲମ୍’ ଘଟଣାକୁ ନେଇ ଚର୍ଚ୍ଚା

ଧାର୍ମିକ ସହିଷ୍ଣୁତା ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ...

ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ବୈଠ...

ରିଲିଜ୍ ପୂର୍ବରୁ ₹୬୬୫ କୋଟିର ଡିଲ୍! ଶାହରୁଖ ଖାନଙ୍କ ‘King’କୁ ନେଇ ବଢ଼ିଲା ଚର୍ଚ୍ଚା

ରିଲିଜ୍ ପୂର୍ବରୁ ₹୬୬୫ କୋଟିର ଡିଲ୍! ଶାହରୁଖ...

ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘King’ ରିଲିଜ...

ରାସ୍ତା ନଥିବାରୁ ୫ କିମି ବୋହି ନେଲେ ଗର୍ଭବତୀଙ୍କୁ! ହସ୍ପିଟାଲରେ ମୃତ ସନ୍ତାନ ପ୍ରସବ, ରାୟଗଡ଼ାରେ ଦୁର୍ଦ୍ଦଶାର ଚିତ୍ର

ରାସ୍ତା ନଥିବାରୁ ୫ କିମି ବୋହି ନେଲେ...

ମାଲିପଦର ଗାଁରେ ଗର୍ଭବତୀଙ୍କୁ ହଠାତ୍ ପ୍ରସବ ଯନ୍ତ୍ରଣା...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+