ଯୁବପିଢ଼ିଙ୍କ ପାଇଁ ବଡ଼ ଖୁସି ଖବର! ରେଳବାଇରେ ପ୍ରାୟ ୩୦ ହଜାର Group-D ନିଯୁକ୍ତି ସମ୍ଭାବନା

ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକ-ଯୁବତୀଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। ରେଳବାଇରେ ପ୍ରାୟ ୩୦,୦୦୦ Group-D (Level-1) ପଦ ପାଇଁ ନୂଆ ନିଯୁକ୍ତି ଆସିବାର ସମ୍ଭାବନା ରହିଛି।
Railway
Railway

ରେଳବାଇରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ପ୍ରାୟ ୩୦ ହଜାର Group-D ପଦ ନେଇ ଚର୍ଚ୍ଚା ଜୋର ଧରିଛି। ରେଳବାଇ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ନୂଆ Level-1/Group-D recruitment drive ଆଣିବାର ପ୍ରସ୍ତୁତି ଚାଲିଥିବା ନେଇ ରିପୋର୍ଟ ଆସିଛି। 

ପ୍ରସ୍ତାବିତ ନିଯୁକ୍ତିରେ Track Maintainer, Pointsman ସମେତ ବିଭିନ୍ନ Technical ଓ Non-Technical Level-1 ପଦ ସାମିଲ ହୋଇପାରେ। ବିଭିନ୍ନ ଜୋନାଲ୍‌ ରେଳବାଇ ଓ Production Unit ଠାରୁ ଖାଲି ପଦର ତଥ୍ୟ ସଂଗ୍ରହ କରାଯାଉଥିବା ଏବଂ ତଥ୍ୟ ଯାଞ୍ଚ ପରେ ଚୂଡ଼ାନ୍ତ ପଦ ସଂଖ୍ୟା ନିର୍ଦ୍ଧାରଣ ହେବ ବୋଲି ରିପୋର୍ଟରେ କୁହାଯାଇଛି। 

ମିଡିଆ ରିପୋର୍ଟ ଅନୁସାରେ, ନଭେମ୍ବରରୁ ଡିସେମ୍ବର ୨୦୨୬ ମଧ୍ୟରେ ଅନଲାଇନ୍‌ ଆବେଦନ ପ୍ରକ୍ରିୟା ହୋଇପାରେ। ପ୍ରଥମ ପର୍ଯ୍ୟାୟର Computer Based Test (CBT) ୨୦୨୭ର ପ୍ରଥମ ତ୍ରୈମାସିକରେ ହେବାର ସମ୍ଭାବନା ରହିଛି। ତେବେ ଏସବୁ ତାରିଖ ଏପର୍ଯ୍ୟନ୍ତ tentative ଏବଂ ଅଧିକାରିକ ବିଜ୍ଞପ୍ତି ପ୍ରକାଶ ପରେ ହିଁ ନିଶ୍ଚିତ ହେବ। 

ପ୍ରାର୍ଥୀମାନେ ଏବେଠାରୁ ନିଜର ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରସ୍ତୁତ ରଖିବା ସହ RRBର ଅଧିକାରିକ ୱେବସାଇଟ୍‌ରେ ନିୟମିତ ଅପଡେଟ୍‌ ଯାଞ୍ଚ କରିବା ଉଚିତ। ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା, ଆବେଦନ ଶୁଳ୍କ, ଚୟନ ପ୍ରକ୍ରିୟା ଓ ନିଶ୍ଚିତ ପଦ ସଂଖ୍ୟା ବିସ୍ତୃତ ବିଜ୍ଞପ୍ତିରେ ସ୍ପଷ୍ଟ ହେବ।

LIVE TV
LIVE
Latest News
୨୬ ଅକ୍ଟୋବରରୁ ୩ ନଭେମ୍ବର ସାପ୍ତାହିକ ରାଶିଫଳ: କାହାର ଚମକିବ ଭାଗ୍ୟ, କାହାକୁ ମିଳିବ ଧନଲାଭର ସୁଯୋଗ? ଜାଣନ୍ତୁ ୧୨ ରାଶିର ଭବିଷ୍ୟଫଳ

୨୬ ଅକ୍ଟୋବରରୁ ୩ ନଭେମ୍ବର ସାପ୍ତାହିକ ରାଶିଫଳ:...

ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...

ନ୍ୟୁଜିଲାଣ୍ଡ ଟୁର୍‌ ପାଇଁ ଭାରତର ‘ବୁଲେଟପ୍ରୁଫ୍’ ବୋଲିଂ ପ୍ଲାନ୍‌! ଅର୍ଶଦୀପଙ୍କୁ ନେଇ ବଡ଼ ସଙ୍କେତ

ନ୍ୟୁଜିଲାଣ୍ଡ ଟୁର୍‌ ପାଇଁ ଭାରତର ‘ବୁଲେଟପ୍ରୁଫ୍’ ବୋଲିଂ...

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଲମ୍ବା ଟୁର୍‌କୁ ନେଇ...

ପଦରୁ ହଟିବା ଦାବିକୁ ହସି ଉଡ଼ାଇଲେ ଇନ୍ଫାଣ୍ଟିନୋ, FIFA ସଭାପତି ଭାବେ ଚତୁର୍ଥ ଥର ପାଇଁ ଲଢ଼ିବେ

ପଦରୁ ହଟିବା ଦାବିକୁ ହସି ଉଡ଼ାଇଲେ ଇନ୍ଫାଣ୍ଟିନୋ,...

FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...

ବଙ୍ଗୋପସାଗରରେ ଘୂର୍ଣ୍ଣିବାତ୍ୟା ‘ଅର୍ଣ୍ଣବ’: ଓଡ଼ିଶାରେ ବଢ଼ିଲା ବର୍ଷା-ପବନ ଆଶଙ୍କା

ବଙ୍ଗୋପସାଗରରେ ଘୂର୍ଣ୍ଣିବାତ୍ୟା ‘ଅର୍ଣ୍ଣବ’: ଓଡ଼ିଶାରେ ବଢ଼ିଲା ବର୍ଷା-ପବନ...

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆଜି ଘୂର୍ଣ୍ଣିବାତ୍ୟାର...

ଭୁବନେଶ୍ୱରଙ୍କ କମବ୍ୟାକ୍‌ରେ ଚାପ, ମୋର୍କେଲଙ୍କ ବଡ଼ ମନ୍ତ୍ର—‘ନିଜ ଖେଳ ଖେଳ’

ଭୁବନେଶ୍ୱରଙ୍କ କମବ୍ୟାକ୍‌ରେ ଚାପ, ମୋର୍କେଲଙ୍କ ବଡ଼ ମନ୍ତ୍ର—‘ନିଜ...

ଭାରତୀୟ କ୍ରିକେଟ୍ ଦଳକୁ ଦୀର୍ଘ ୪ ବର୍ଷ ପରେ ଫେରିଥିବା ଭୁବ...

ବାତ୍ୟା ମୁକାବିଲା ପାଇଁ ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲା ଦାୟିତ୍ୱ, ପ୍ରସ୍ତୁତି ତଦାରଖ ପାଇଁ ମନ୍ତ୍ରୀ-ଅଧିକାରୀ ମୁତୟନ

ବାତ୍ୟା ମୁକାବିଲା ପାଇଁ ୮ ମନ୍ତ୍ରୀଙ୍କୁ ୮...

୮ ମନ୍ତ୍ରୀଙ୍କୁ ୮ ଜିଲ୍ଲାର ଦାୟିତ୍ୱ ସମ୍ଭାବ୍ୟ ବାତ୍ୟା...

ଇଶାନ କିଶନଙ୍କୁ ପୁଣି ଝଟକା, ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ T20Iରୁ ବାଦ

ଇଶାନ କିଶନଙ୍କୁ ପୁଣି ଝଟକା, ନ୍ୟୁଜିଲାଣ୍ଡ ବିପକ୍ଷ...

ନ୍ୟୁଜିଲାଣ୍ଡ ବିପକ୍ଷ ଚାଲିଥିବା T20I ସିରିଜ୍‌ରେ ଭା...

ଅକ୍ଟୋବର ୨୮ରେ ବାତ୍ୟାର ଲ୍ୟାଣ୍ଡଫଲ୍‌! ଓଡ଼ିଶାରେ ହାଇଆଲର୍ଟ, ପ୍ରସ୍ତୁତ ପ୍ରଶାସନ

ଅକ୍ଟୋବର ୨୮ରେ ବାତ୍ୟାର ଲ୍ୟାଣ୍ଡଫଲ୍‌! ଓଡ଼ିଶାରେ ହାଇଆଲର୍ଟ,...

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଶକ୍ତିଶାଳୀ ହ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+