Prime Minister Narendra Modi and US Vice President JD Vance discuss India US strategic partnership

ପିଏମ୍ ମୋଦୀଙ୍କ ସହ ଜେଡି ଭାନ୍ସଙ୍କ ଫୋନ୍‌ରେ ଆଲୋଚନା, ଭାରତ-ଆମେରିକା ସମ୍ପର୍କ ମଜବୁତ ଉପରେ ଗୁରୁତ୍ୱ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ଉଭୟ ନେତା ଭାରତ-ଆମେରିକା ବ୍ୟାପକ ବୈଶ୍ୱିକ ରଣନୀତିକ ସହଭାଗିତାକୁ ବିଭିନ୍ନ କ୍ଷେତ୍ରରେ ଆହୁରି ମଜବୁତ କରିବା ନେଇ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଉଭୟ ନେତାଭାରତ-ଆମେରିକା ବ୍ୟାପକ ବୈଶ୍ୱିକ ରଣନୀତିକ ସହଭାଗିତାକୁ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ଆହୁରି ଗଭୀର କରିବା ଉପାୟ ନେଇ ଆଲୋଚନା କରିଥିବା ମୋଦୀ ଜଣାଇଛନ୍ତି।

ଫୋନ୍ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଏହି କଥା ସୋସିଆଲ ମିଡିଆରେ ଜଣାଇଥିଲେ। ଦ୍ୱିପାକ୍ଷିକ ସମ୍ପର୍କରେ ବାଣିଜ୍ୟ, ପ୍ରତିରକ୍ଷା, ଉଦୀୟମାନ ପ୍ରଯୁକ୍ତି, ଶକ୍ତି ସୁରକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ଭଳି କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ରହିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।

ଏହି ଅବସରରେ ମୋଦୀ ଜେଡି ଭାନ୍ସ ଓ ତାଙ୍କ ପତ୍ନୀ ଉଷା ଭାନ୍ସଙ୍କ ପୁଅ ଜନ୍ମ ନେଇଥିବାରୁ ଅଭିନନ୍ଦନ ଜଣାଇବା ସହ ସମଗ୍ର ପରିବାରକୁ ଶୁଭେଚ୍ଛା ଜଣାଇଥିଲେ।

ଏହି ଆଲୋଚନା ଏଭଳି ସମୟରେ ହୋଇଛି, ଯେତେବେଳେ ଭାରତ-ଆମେରିକା ସମ୍ପର୍କରେ ବାଣିଜ୍ୟ ଓ ଶକ୍ତି ନୀତି ସମେତ ବିଭିନ୍ନ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି।

ସେପଟେ, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳକୁ ସୁରକ୍ଷିତ କରିବା ପାଇଁ ଆମେରିକା ପକ୍ଷରୁ ରାସ୍ତା ଖୋଜାଯାଉଥିବା ଜେଡି ଭାନ୍ସ କହିଥିବା ରିପୋର୍ଟ ଆସିଛି। ଏହି ଅଞ୍ଚଳର ଅସ୍ଥିରତା ବିଶ୍ୱ ଶକ୍ତି ବଜାର ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ଏହା ସହିତ ରୁଷିଆରୁ ତେଲ ଓ ଗ୍ୟାସ୍ ଆମଦାନି କରୁଥିବା ଦେଶଗୁଡ଼ିକ ଉପରେ ଅଧିକ ଆର୍ଥିକ ଚାପ ପକାଇବା ସମ୍ପର୍କିତ ଆମେରିକୀୟ ସିନେଟ୍ର ଏକ ବିଲ୍ ମଧ୍ୟ ଚର୍ଚ୍ଚାରେ ରହିଛି। ଏହାର ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ ରୁଷିଆର ଶକ୍ତି କିଣୁଥିବା କିଛି ଦେଶର ସାମଗ୍ରୀ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିବାର କ୍ଷମତା ଆମେରିକୀୟ ରାଷ୍ଟ୍ରପତିଙ୍କୁ ଦେବାର ପ୍ରସ୍ତାବ ରହିଛି।

ଭାରତ ତା’ର ଶକ୍ତି ଆମଦାନି ନୀତିଜାତୀୟ ସ୍ୱାର୍ଥ, ଶକ୍ତି ସୁରକ୍ଷା ଓ ଦେଶବାସୀଙ୍କୁ ସୁଲଭ ଏବଂ ନିରନ୍ତର ଶକ୍ତି ଯୋଗାଣକୁ ଆଧାର କରି ନିର୍ଦ୍ଧାରଣ କରୁଥିବା କହିଆସିଛି।

Latest News
ଜାଦୁମଣି ସିଂହଙ୍କ ଓଜନ ବଦଳାଇବାର ବଡ଼ ଝୁମ୍ପ, ଗ୍ଲାସଗୋରେ ଜିତିଲେ ରୌପ୍ୟ

ଜାଦୁମଣି ସିଂହଙ୍କ ଓଜନ ବଦଳାଇବାର ବଡ଼ ଝୁମ୍ପ,...

ନୂଆଦିଲ୍ଲୀ: ଗ୍ଲାସଗୋରେ ଆୟୋଜିତ କମନୱେଲଥ ଗେମ୍ସ ୨୦୨୬ରେ ପ...

‘ତୁମକୁ ଖୋଜୁଛି’ କହିଥିଲା କ୍ଲାଉନ୍ ପୋଷାକ ପିନ୍ଧିଥିବା ନାବାଳକ; ଆମେରିକାରେ ୭୮ ବର୍ଷୀୟ ବୃଦ୍ଧଙ୍କୁ ଛୁରାମାଡ଼ ଅଭିଯୋଗ

‘ତୁମକୁ ଖୋଜୁଛି’ କହିଥିଲା କ୍ଲାଉନ୍ ପୋଷାକ ପିନ୍ଧିଥିବା...

ଆମେରିକାର ଇଲିନୋଇସ୍‌ର ଇଷ୍ଟ ସେଣ୍ଟ ଲୁଇସ୍‌ରେ...

ମହେଶ ବାବୁଙ୍କ ୫୧ତମ ଜନ୍ମଦିନରେ ‘ବାରାଣସୀ’ର ନୂଆ ଝଲକ, ରୁଦ୍ର ଅବତାରରେ ମହେଶଙ୍କୁ ଦେଖାଇଲେ ରାଜାମୌଲି

ମହେଶ ବାବୁଙ୍କ ୫୧ତମ ଜନ୍ମଦିନରେ ‘ବାରାଣସୀ’ର ନୂଆ...

ଟଲିଉଡ୍ ସୁପରଷ୍ଟାର ମହେଶ ବାବୁଙ୍କ ୫୧ତମ ଜନ୍ମଦିନ ଅବସରରେ...

ଟିମ୍ ଇଣ୍ଡିଆକୁ ନେଇ ଚିନ୍ତାରେ ଫ୍ୟାନ୍ସ; ବୁମ୍ରାଙ୍କଠାରୁ ହାର୍ଦ୍ଦିକ ପର୍ଯ୍ୟନ୍ତ ଆହତ ଖେଳାଳିଙ୍କ ଲମ୍ବା ତାଲିକା

ଟିମ୍ ଇଣ୍ଡିଆକୁ ନେଇ ଚିନ୍ତାରେ ଫ୍ୟାନ୍ସ; ବୁମ୍ରାଙ୍କଠାରୁ...

ଭାରତୀୟ କ୍ରିକେଟ୍ ଦଳରେ ବର୍ତ୍ତମାନ ଆଘାତ ସମସ୍ୟା ଗମ୍ଭୀର...

ଫିଫା ବିଶ୍ୱକପ୍‌ ୨୦୨୬ରେ ମେସିଙ୍କୁ ଆତଙ୍କୀ ଧମକ! FBI ଡୋସିଅରରେ ଚାଞ୍ଚଲ୍ୟକର ତଥ୍ୟ

ଫିଫା ବିଶ୍ୱକପ୍‌ ୨୦୨୬ରେ ମେସିଙ୍କୁ ଆତଙ୍କୀ ଧମକ!...

୨୦୨୬ ଫିଫା ବିଶ୍ୱକପ୍‌ ସମୟରେ ଫୁଟବଲ୍‌ର ସୁପରଷ...

ଲିଫ୍ଟ ଦେବାକୁ ମନା କରିବାରୁ ଯୁବକଙ୍କୁ ଆକ୍ରମଣ: ଛୁରିରେ ବେକ କାଟିଦେଲା ଦୁର୍ବୃତ୍ତ

ଲିଫ୍ଟ ଦେବାକୁ ମନା କରିବାରୁ ଯୁବକଙ୍କୁ ଆକ୍ରମଣ:...

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଉଦ୍ଧବ ପାଢ଼...

ସଲମାନ ଖାନଙ୍କ ଅଧୁରା ‘ରାମାୟଣ’, ୪୦% ସୁଟିଂ ପରେ କାହିଁକି ବନ୍ଦ ହେଲା?

ସଲମାନ ଖାନଙ୍କ ଅଧୁରା ‘ରାମାୟଣ’, ୪୦% ସୁଟିଂ...

ମୁମ୍ବାଇ: ରଣବୀର କପୁରଙ୍କ ନୂଆ ‘ରାମାୟଣ’କୁ...

ଇମ୍ରାନ ହାଶମୀଙ୍କ ୪ ବଡ଼ ଫିଲ୍ମ, ‘ଆୱାରାପନ୍ ୨’ ଠାରୁ ‘ରୁହ୍’ ପର୍ଯ୍ୟନ୍ତ

ଇମ୍ରାନ ହାଶମୀଙ୍କ ୪ ବଡ଼ ଫିଲ୍ମ, ‘ଆୱାରାପନ୍...

ମୁମ୍ବାଇ:ବଲିଉଡ୍ର ଲୋକପ୍ରିୟ ଅଭିନେତା ଇମ୍ରାନ ହାଶମୀ ଏବେ...

ଚନ୍ଦକା ‘ଭୂତକୋଠି’ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଅଭିଯୁକ୍ତ ଗିରଫ, କୋର୍ଟରେ ହାଜର

ଚନ୍ଦକା ‘ଭୂତକୋଠି’ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଅଭିଯୁକ୍ତ ଗିରଫ,...

ପୁଲିସର ସୂଚନା ଅନୁସାରେ, ଅଗଷ୍ଟ ୧ ତାରିଖରେ ମହାନୀ ଦାସ ଚନ...

ଉତ୍ତରାଖଣ୍ଡରେ ଜମି କିଣି ଘର କରିବାକୁ ରିଷଭ ପନ୍ତଙ୍କ ଅନୁରୋଧ, ମୁଖ୍ୟମନ୍ତ୍ରୀ ଧାମି ଦେଲେ ଆଶ୍ୱାସନ

ଉତ୍ତରାଖଣ୍ଡରେ ଜମି କିଣି ଘର କରିବାକୁ ରିଷଭ...

ଭାରତୀୟ କ୍ରିକେଟ ଦଳର ୱିକେଟକିପର-ବ୍ୟାଟର ରିଷଭ ପନ୍ତ ନିଜ...

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ୨୦ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଜାମିନ, ଗିରଫକୁ ନେଇ ଉଠିଲା ପ୍ରଶ୍ନ

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ୨୦ ଅଭିଯୁକ୍ତଙ୍କ...

୨୦ ଜଣ ଗିରଫ, ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ସୂଚନା ଅନ...

ଦୀପିକାଙ୍କ ବ୍ରେକ୍‌ରେ ବି ଅଟକିବନି ‘ରାକା’ ସୁଟିଂ!

ଦୀପିକାଙ୍କ ବ୍ରେକ୍‌ରେ ବି ଅଟକିବନି ‘ରାକା’ ସୁଟିଂ!

ମୁମ୍ବାଇ:ଦୀପିକା ପାଦୁକୋନଙ୍କ ମାଟର୍ନିଟି ବ୍ରେକ୍କୁ ନେଇ ଚ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+