ମଧ୍ୟପ୍ରଦେଶରେ ଓଡ଼ିଶା ପୋଲିସ ଟିମ୍‌ ଉପରେ ଆକ୍ରମଣ: ଫାୟାରିଂ କରି ଗଞ୍ଜେଇ ମାମଲାର ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଦୁର୍ବୃତ୍ତ

ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଓଡ଼ିଶା ପୋଲିସର ଏକ ଟିମ୍‌ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଏକାଧିକ ଗାଡ଼ିରେ ଆସିଥିବା ଦୁର୍ବୃତ୍ତମାନେ ପୋଲିସ ଗାଡ଼ିକୁ ଅଟକାଇ ଗୁଳି ଚଳାଇବା ସହ ଗାଡ଼ିର କାଚ ଭାଙ୍ଗିଥିଲେ।
ଏକାଧିକ ଗାଡ଼ିରେ ଆସିଲେ ଦୁର୍ବୃତ୍ତ, ପୋଲିସ ଗାଡ଼ିକୁ ଅଟକାଇ ଗୁଳିମାଡ଼ ସହ କାଚ ଭାଙ୍ଗିଲେ। ଏହାପରେ ଗଞ୍ଜେଇ ଚୋରାଚାଲାଣ ମାମଲାର ଅଭିଯୁକ୍ତଙ୍କୁ ପୋଲିସ ହେପାଜତରୁ ଛଡ଼ାଇ ନେଇ ଫେରାର।
ଏକାଧିକ ଗାଡ଼ିରେ ଆସିଲେ ଦୁର୍ବୃତ୍ତ, ପୋଲିସ ଗାଡ଼ିକୁ ଅଟକାଇ ଗୁଳିମାଡ଼ ସହ କାଚ ଭାଙ୍ଗିଲେ। ଏହାପରେ ଗଞ୍ଜେଇ ଚୋରାଚାଲାଣ ମାମଲାର ଅଭିଯୁକ୍ତଙ୍କୁ ପୋଲିସ ହେପାଜତରୁ ଛଡ଼ାଇ ନେଇ ଫେରାର।

ମଧ୍ୟପ୍ରଦେଶର ସିଧି ଜିଲ୍ଲାରଛୁହିଆ ଘାଟିଅଞ୍ଚଳରେ ଓଡ଼ିଶା ପୋଲିସର ଏକ ଟିମ୍ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଜଣେ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଛନ୍ତି। ଘଟଣାଟି ମଙ୍ଗଳବାର ଦିନ ଘଟିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଓଡ଼ିଶା ପୋଲିସର ପ୍ରାୟ୮ ଜଣିଆ ଟିମ୍ଗଞ୍ଜେଇ ଚୋରାଚାଲାଣ ସମ୍ପର୍କିତ NDPS ମାମଲାରେ ଅଭିଯୁକ୍ତଆଦିତ୍ୟ ମିଶ୍ରଙ୍କୁ ରେୱା ଜିଲ୍ଲାର ଏକ କୋର୍ଟରେ ହାଜର କରିବା ପାଇଁ ନେଉଥିଲେ।

ଛୁହିଆ ଘାଟି ଦେଇ ଯିବା ସମୟରେ ଏକାଧିକ ଗାଡ଼ିରେ ଆସିଥିବା ଦୁର୍ବୃତ୍ତମାନେ ପୋଲିସ ଗାଡ଼ିକୁ ଆଗ ଓ ପଛରୁ ଅଟକାଇ ଦେଇଥିଲେ। ପରେ ସେମାନେ ପୋଲିସ ଗାଡ଼ିର କାଚ ଭାଙ୍ଗିବା ସହ୨ରୁ ୩ ରାଉଣ୍ଡ ଗୁଳି ଚଳାଇଥିବାସିଧି ଏସ୍ପି କହିଛନ୍ତି।

ଆକ୍ରମଣ ପରେ ଦୁର୍ବୃତ୍ତମାନେ ଆଦିତ୍ୟ ମିଶ୍ରଙ୍କୁ ପୋଲିସ ହେପାଜତରୁ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ। ଭଙ୍ଗା କାଚ ଯୋଗୁଁ ଜଣେ ଓଡ଼ିଶା ପୋଲିସ କର୍ମଚାରୀଙ୍କ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି।

ଘଟଣା ପରେ ମଧ୍ୟପ୍ରଦେଶ ପୋଲିସର ଏକାଧିକ ଟିମ୍ ଅଭିଯୁକ୍ତ ଓ ତାଙ୍କୁ ଛଡ଼ାଇ ନେଇଥିବା ଦୁର୍ବୃତ୍ତମାନଙ୍କୁ ଖୋଜୁଛନ୍ତି। ଆଦିତ୍ୟ ମିଶ୍ରଙ୍କ ବିରୋଧରେ NDPS ଆଇନ ଅଧୀନରେ ଏକାଧିକ ମାମଲା ଥିବା ରିପୋର୍ଟରେ କୁହାଯାଇଛି।

LIVE TV
LIVE
Latest News
ଏସିଆନ୍ ଗେମ୍ସରେ ଭାରତର ସ୍ୱର୍ଣ୍ଣ! ସୁଟ୍‌ଆଉଟ୍‌ରେ ଦକ୍ଷିଣ କୋରିଆକୁ ହରାଇଲେ ସାହିଲ-ଚିକିଥା

ଏସିଆନ୍ ଗେମ୍ସରେ ଭାରତର ସ୍ୱର୍ଣ୍ଣ! ସୁଟ୍‌ଆଉଟ୍‌ରେ ଦକ୍ଷିଣ...

ଏସିଆନ୍ ଗେମ୍ସରେ ଭାରତୀୟ ଆର୍ଚେରୀ ଦଳ ପାଇଁ ଆଉ ଏକ ବଡ଼ ସଫ...

ଅଗରକରଙ୍କ ପରେ ପ୍ରଜ୍ଞାନ ଓଝାଙ୍କୁ ମିଳିଲା ଅନ୍ତରୀଣ ଚିଫ୍ ସିଲେକ୍ଟର ଦାୟିତ୍ୱ, ପୂର୍ଣ୍ଣକାଳୀନ ପଦ ପାଇଁ ମଧ୍ୟ ଚର୍ଚ୍ଚା

ଅଗରକରଙ୍କ ପରେ ପ୍ରଜ୍ଞାନ ଓଝାଙ୍କୁ ମିଳିଲା ଅନ୍ତରୀଣ...

ଭାରତୀୟ କ୍ରିକେଟ୍‌ର ଚୟନ ବ୍ୟବସ୍ଥାରେ ପରିବର୍ତ୍ତନର...

INDIA ବ୍ଲକ୍‌ ବୈଠକ ପୂର୍ବରୁ ବିଜେପିର ତୀବ୍ର ଆକ୍ରମଣ: ‘ରାହୁଲଙ୍କ ନେତୃତ୍ୱକୁ ମଧ୍ୟ କଂଗ୍ରେସ ଗ୍ରହଣ କରୁନି’

INDIA ବ୍ଲକ୍‌ ବୈଠକ ପୂର୍ବରୁ ବିଜେପିର ତୀବ୍ର...

ଦିଲ୍ଲୀରେ ସେପ୍ଟେମ୍ବର ୩୦ରେ ହେବାକୁ ଥିବା INDIA ବ୍ଲକ୍ର...

୨୦୨୭ ବିଶ୍ୱକପ୍‌ ଦୌଡ଼ରେ ଏବେ ବି ଜାଡେଜା: ଅଲରାଉଣ୍ଡରଙ୍କୁ ନେଇ ସ୍ପଷ୍ଟ କଲେ ବୋଲିଂ କୋଚ୍

୨୦୨୭ ବିଶ୍ୱକପ୍‌ ଦୌଡ଼ରେ ଏବେ ବି ଜାଡେଜା:...

ରବୀନ୍ଦ୍ର ଜାଡେଜାଙ୍କ ୨୦୨୭ ODI ବିଶ୍ୱକପ୍‌ ଖେଳିବାର...

SIR ବିବାଦ ମଧ୍ୟରେ ବଡ଼ ପଦକ୍ଷେପ: SIR ସରିଥିବା ରାଜ୍ୟରେ Form 6ରୁ ହଟିଲା ଅତିରିକ୍ତ ଘୋଷଣା

SIR ବିବାଦ ମଧ୍ୟରେ ବଡ଼ ପଦକ୍ଷେପ: SIR...

SIRକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିର୍ବାଚନ ଆୟୋଗ Form...

ଦିଲ୍ଲୀରେ ଆରମ୍ଭ ହେଲା INDIA ବ୍ଲକ୍‌ ବୈଠକ, SIR ବିବାଦ ନେଇ ୧୯ ବିରୋଧୀ ଦଳର ଆଲୋଚନା

ଦିଲ୍ଲୀରେ ଆରମ୍ଭ ହେଲା INDIA ବ୍ଲକ୍‌ ବୈଠକ,...

ନୂଆଦିଲ୍ଲୀରେ ବୁଧବାର, ସେପ୍ଟେମ୍ବର ୩୦ରେ INDIA ବ୍ଲକ୍ର ଗ...

୨୦ ରାଜ୍ୟର ନୂଆ ଭୋଟରଙ୍କୁ ଆଉ ଦେବାକୁ ପଡ଼ିବନି ବାପା-ମାଆ, ଜେଜେବାପା-ଜେଜେମାଆଙ୍କ ଭୋଟର ତାଲିକା ତଥ୍ୟ

୨୦ ରାଜ୍ୟର ନୂଆ ଭୋଟରଙ୍କୁ ଆଉ ଦେବାକୁ...

ନୂଆ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ବ୍ୟ...

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ: ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ରୋ-କୋଙ୍କ ଉପରେ ନଜର

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ: ସିରିଜ୍ ବିଜୟ ଲକ୍ଷ୍ୟରେ...

ଭାରତ-ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଦିନିକିଆ ଆଜି ଗୌହାଟୀ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+