ଓଡ଼ିଶାରେ ଆଇନଗତ ଅନୁପାଳନ ବ୍ୟବସ୍ଥାକୁ ସରଳ କରିବା ପାଇଁ ‘ଜନ ବିଶ୍ୱାସ’ ପଦକ୍ଷେପ ଅଧୀନରେ ବଡ଼ ପରିବର୍ତ୍ତନ ଆଣିବାକୁ ପଦକ୍ଷେପ ନିଆଯାଇଛି। ଖବର ଅନୁସାରେ, ୧୬ଟି ଆଇନର ୬୨ଟି ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ।
ଏହି ସଂଶୋଧନର ମୁଖ୍ୟ ଲକ୍ଷ୍ୟ ହେଉଛି ଛୋଟ ଧରଣର ଆଇନ ଉଲ୍ଲଂଘନ ପାଇଁ ଥିବା କଠୋର ଅପରାଧିକ ବ୍ୟବସ୍ଥାକୁ ସରଳ କରିବା। ସରକାରୀ ଆର୍ଥିକ ସର୍ବେକ୍ଷଣରେ ମଧ୍ୟ ଓଡ଼ିଶା ଜନ ବିଶ୍ୱାସ ପଦକ୍ଷେପ ଅଧୀନରେ ୧୬ଟି ଆଇନ ଓ ୯ଟି ବିଭାଗ ସମ୍ପର୍କିତ ୧୬୧ଟି କଠିନ compliance କୁ rationalise କରାଯାଇଥିବା ଏବଂ ଛୋଟ ଉଲ୍ଲଂଘନକୁ criminal ଠାରୁ civil/penalty-based outcome ଆଡ଼କୁ ନିଆଯାଇଥିବା ଉଲ୍ଲେଖ କରାଯାଇଛି।
ଏହି ପଦକ୍ଷେପ ମାଧ୍ୟମରେ ବ୍ୟବସାୟୀ, ଶିଳ୍ପ ସଂସ୍ଥା ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ପାଇଁ ଅନୁପାଳନ ପ୍ରକ୍ରିୟାକୁ ସହଜ କରିବା ସହ ଅନାବଶ୍ୟକ ଆଇନଗତ ଜଟିଳତା କମାଇବା ଉପରେ ଗୁରୁତ୍ୱ ଦିଆଯାଉଛି।
ସରକାରଙ୍କ ବ୍ୟାପକ ease-of-doing-business ସଂସ୍କାରର ଏହା ଏକ ଅଂଶ। ଏହା ସହ ଡିଜିଟାଲ୍ ଇନ୍ସପେକ୍ସନ୍, self-certification ଏବଂ ଅନଲାଇନ୍ ସେବା ଭଳି ବ୍ୟବସ୍ଥାକୁ ମଧ୍ୟ ସରଳୀକରଣ ଓ digitisation ଦିଗରେ ନିଆଯାଇଛି।
EducationWorld ପକ୍ଷରୁ ପ୍ରକାଶିତ EducationWorld Indi...
ଚେନ୍ନାଇ: Srikanth Odelaଙ୍କ directionରେ ନିର୍ମିତ Nan...
୨୦୦୦ ମସିହାରେ IIT-JEEରେ All India Rank-1 ହାସଲ କରିଥି...
ମୁମ୍ବାଇ: Bollywood actor Akshaye Khanna South Mumb...
ବୃନ୍ଦାବନରେ ଥିବା ଶ୍ରୀ ହିତ ରାଧା କେଲି କୁଞ୍ଜ ଆଶ୍ରମକୁ ଅ...
ନୂଆଦିଲ୍ଲୀ: ଦେଶର Semiconductor ଓ computing hardware...
CBSEର ତ୍ରିଭାଷୀ ନୀତିକୁ ନେଇ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ...
ମୁମ୍ବାଇ:Comedian Kulluଙ୍କ ଏକ short punchlineIndia&...