ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି। ମଙ୍ଗଳବାର ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବ ଉପରେ ବିଚାରବିମର୍ଶ ହେବା ସହ କିଛି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ।
ବୈଠକରେ କେଉଁ କେଉଁ ପ୍ରସ୍ତାବ ଉପରେ ମୋହର ବାଜିବ, ସେନେଇ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ବିଭିନ୍ନ ବିଭାଗ ସମ୍ପର୍କିତ ପ୍ରସ୍ତାବ ଉପରେ ନିଷ୍ପତ୍ତି ହେବାର ସମ୍ଭାବନା ଥିବାରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
କ୍ୟାବିନେଟ୍ ବୈଠକ ଶେଷ ହେବା ପରେ କେଉଁ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଗଲା ଏବଂ କେଉଁଗୁଡ଼ିକୁ ଅନୁମୋଦନ ମିଳିଲା, ସେନେଇ ସବିଶେଷ ତଥ୍ୟ ମିଳିବା ଆଶା କରାଯାଉଛି। ତେଣୁ ରାଜ୍ୟ ସରକାରଙ୍କ ଆଜିର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।
ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଗ୍ରହନ...
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଉଚ୍ଚ ସ...
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରୁ ବିଦେଶୀ ନିବେଶକଙ୍କ ଲଗ...
ମୁମ୍ବାଇ: ଭାରତୀୟ ଶେୟାର ବଜାରରେ ସୋମବାର ଅସ୍ଥିର କାରବାର...
ନୂଆଦିଲ୍ଲୀ: ଭାରତୀୟ ସୂଚନା ପ୍ରଯୁକ୍ତି (IT) କ୍ଷେତ୍ରର ସେ...
ଡିଗ୍ରୀ ନୁହେଁ, ଦକ୍ଷତାକୁ ଗୁରୁତ୍ୱ! Google DeepMindରେ...
ନୂଆଦିଲ୍ଲୀ:ଇଣ୍ଡିଆ ପୋଷ୍ଟ ଗ୍ରାମୀଣ ଡାକ ସେବକ (GDS) ନିଯୁ...
ନୂଆଦିଲ୍ଲୀ: CBSE ଦ୍ୱାଦଶ ଶ୍ରେଣୀର ସ୍ପେଶାଲ୍ ପରୀକ୍ଷା ୨୦...