ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର ଖଭଡ଼୍ୟା ଡୋଙ୍ଗର ପାହାଡ଼ରୁ ପଡ଼ି ଏକ ପରିବାରର ୩ ଜଣଙ୍କ ମୃତ୍ୟୁ ପରେ ଘଟଣାକୁ ନେଇ ରହସ୍ୟ ଆହୁରି ଘନୀଭୂତ ହୋଇଛି। ମୃତକଙ୍କ ମଧ୍ୟରେ ୧୮ ବର୍ଷୀୟ କୁନାଲ ଚାନ୍ଦଗୁଡ଼େ, ତାଙ୍କ ବାପା ମୁରଲୀଧର ଓ ମା’ ସଙ୍ଗୀତା ରହିଛନ୍ତି। ପ୍ରାଥମିକ ତଦନ୍ତରେ ନୂଆ iPhoneର EMIକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିବା ଚର୍ଚ୍ଚା ହୋଇଥିଲା। ତେବେ ସଙ୍ଗୀତାଙ୍କ ପୁରୁଣା ସୋସିଆଲ ମିଡିଆ ପୋଷ୍ଟ ଓ ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାର ପୃଷ୍ଠଭୂମିକୁ ନେଇ ନୂଆ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ତଦନ୍ତ ଓ ଅଧିକ ପ୍ରମାଣ ଉପରେ ନଜର ରହିଛି।
| |
ଭୁବନେଶ୍ୱର:ବିଜୁ ଜନତା ଦଳ (ବିଜେଡି) ନିଜ ସଂଗଠନକୁ ଆହୁରି...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସମ୍ପ୍ର...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଡ଼ିଶାରେ ସ୍ନାତକୋତ୍ତର (PG)...
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର BDO ନମିତା ବାରିକଙ...
ଭୁବନେଶ୍ୱର: ଖାଲି ପଡ଼ିଥିବା ଶିକ୍ଷକ ପଦବୀରେ ତୁରନ୍ତ ନିଯୁ...
ମୟୂରଭଞ୍ଜ: ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲ...
ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା...