ଜଗତସିଂହପୁରରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅନିୟମିତତା ଅଭିଯୋଗ: ନିଲାମ ବିନା ସ୍କୁଲ ସାମଗ୍ରୀ ବିକ୍ରି ନେଇ ତଦନ୍ତ

ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅଧୀନ ରୋହିଆ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ପୁରୁଣା ଆଜବେଷ୍ଟସ୍ ସିଟ୍ ଓ କାଠକୁ ନିଲାମ ବିନା କମ୍ ଦାମରେ ବିକ୍ରି କରିବା ସହ ମଧ୍ୟାହ୍ନ ଭୋଜନ ଯୋଜନାରେ ଅନିୟମିତତାର ଅଭିଯୋଗ ଆସିଛି। ଅଭିଯୋଗ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ କରି ରିପୋର୍ଟ ସରକାରଙ୍କୁ ପଠାଇଛନ୍ତି।
Allegations against a headmistress over the sale of school materials without auction at Rohia High School in Jagatsinghpur.
Allegations against a headmistress over the sale of school materials without auction at Rohia High School in Jagatsinghpur.

ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅଧୀନ ରୋହିଆ ହାଇସ୍କୁଲରେ ପୁରୁଣା ଆଜବେଷ୍ଟସ୍ ସିଟ୍ ଓ କାଠ ବିକ୍ରିକୁ ନେଇ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ନିଲାମ ପ୍ରକ୍ରିୟା ନଅନୁସରି କମ୍ ଦାମରେ ସାମଗ୍ରୀ ବିକ୍ରି କରିଥିବାର ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ଅନୁଯାୟୀ, ସ୍କୁଲର ପୁରୁଣା ଆଜବେଷ୍ଟସ୍ ଛାତ ଥିବା ଏକ କୋଠରୀକୁ ଭାଙ୍ଗି ତାହାର ସିଟ୍ ଓ କାଠକୁ ନିଲାମ ବିନା ବିକ୍ରି କରାଯାଉଥିଲା। ଏହାକୁ ପୂର୍ବତନ ଛାତ୍ରମାନେ ବିରୋଧ କରି ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।

ସ୍ଥାନୀୟ ବାସିନ୍ଦା ଅଜିତ ମହାନ୍ତିଙ୍କ କହିବା ଅନୁସାରେ, ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତି ନିୟମ ବିରୋଧରେ କୋଠରୀ ଭାଙ୍ଗି ଆଜବେଷ୍ଟସ୍ ସିଟ୍ ଓ କାଠ ବିକ୍ରି କରୁଥିଲେ। ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇଥିବା ବେଳେ ସେମାନେ ମଧ୍ୟ ତଦନ୍ତ ସମୟରେ ଉପସ୍ଥିତ ଥିଲେ।

ଏହାସହ ପୂର୍ବତନ ଛାତ୍ରମାନେ ସ୍କୁଲର ମଧ୍ୟାହ୍ନ ଭୋଜନ (MDM) ଯୋଜନାରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।

ଏହି ଘଟଣାରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ମିଳିସାରିଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପଠାଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ତେବେ ଏହି ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନଥିଲା।

LIVE TV
LIVE
Latest News
Wankhedeରେ ଆଉ ଚାଲିବନି RCB-CSKର ରଙ୍ଗ! MI ପ୍ରଶଂସକଙ୍କୁ ପୋଲାର୍ଡଙ୍କ ବଡ଼ ବାର୍ତ୍ତା

Wankhedeରେ ଆଉ ଚାଲିବନି RCB-CSKର ରଙ୍ଗ! MI...

Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...

୪୦ ବର୍ଷ ପରେ ଫ୍ୟାନ୍ସଙ୍କ ସହ ‘Jailer 2’ ଦେଖିଲେ ରଜନୀକାନ୍ତ, ଥିଏଟରରେ ଧମାକା

୪୦ ବର୍ଷ ପରେ ଫ୍ୟାନ୍ସଙ୍କ ସହ ‘Jailer...

ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...

ପଦରୁ ହଟିବା ଦାବିକୁ ହସି ଉଡ଼ାଇଲେ ଇନ୍ଫାଣ୍ଟିନୋ, FIFA ସଭାପତି ଭାବେ ଚତୁର୍ଥ ଥର ପାଇଁ ଲଢ଼ିବେ

ପଦରୁ ହଟିବା ଦାବିକୁ ହସି ଉଡ଼ାଇଲେ ଇନ୍ଫାଣ୍ଟିନୋ,...

FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...

Fauzi First Look: ଜନ୍ମଦିନରେ ଧମାକା କଲେ Prabhas, ‘ରେବେଲ୍ ସୋଲଜର’ ଅବତାରରେ ନଜର; ରିଲିଜ୍ ଡେଟ୍ ଘୋଷଣା

Fauzi First Look: ଜନ୍ମଦିନରେ ଧମାକା କଲେ...

‘India’s biggest rebel soldier’...

Bigg Boss 20: ScoutOP ଓ Love Gillଙ୍କ ଘନିଷ୍ଠତାକୁ ନେଇ ପ୍ରଶ୍ନ ଉଠାଇଲେ Rohit Shetty, କହିଲେ- ‘ଏହା ଠିକ୍ ଲାଗୁନାହିଁ’

Bigg Boss 20: ScoutOP ଓ Love...

‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...

ଟିକା ସମାଲୋଚକଙ୍କୁ ବ୍ୟାଟ୍‌ରେ ଜବାବ ଦେଲେ ତିଲକ ବର୍ମା, ନ୍ୟୁଜିଲାଣ୍ଡ ବିପକ୍ଷରେ ଧମାକାଦାର ଅର୍ଦ୍ଧଶତକ

ଟିକା ସମାଲୋଚକଙ୍କୁ ବ୍ୟାଟ୍‌ରେ ଜବାବ ଦେଲେ ତିଲକ...

କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...

ଓଡ଼ିଶାରେ ପୁଣି ବଦଳିବ ପାଗ: ଅକ୍ଟୋବର ୨୬ରୁ ବର୍ଷା, ୧୦ ଜିଲ୍ଲାକୁ Yellow Warning

ଓଡ଼ିଶାରେ ପୁଣି ବଦଳିବ ପାଗ: ଅକ୍ଟୋବର ୨୬ରୁ...

୧୦ ଜିଲ୍ଲାକୁ Yellow Warning ଅକ୍ଟୋବର ୨୬ ଓ ୨୭ ପାଇଁ...

Rise & Fall 2: Ultimate Ruler ହେଲେ Gautam Gulati, Towerର ନାଁ ବଦଳାଇଲେ ‘Gautam City’

Rise & Fall 2: Ultimate Ruler...

Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+