ବର୍ଷା ସାଜିଲା ବାଧକ, କଟକ ପାନ୍ଥରସ୍‌-ପୁରୀ ଟାଇଟନ୍‌ ମ୍ୟାଚ୍‌ ବାତିଲ

ବର୍ଷା ଓ ଖରାପ ପାଗ ଯୋଗୁଁ କଟକ ପାନ୍ଥରସ୍‌ ଏବଂ ପୁରୀ ଟାଇଟନ୍‌ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ଖେଳାଯାଇପାରିନାହିଁ। ନିୟମ ଅନୁସାରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି।
Cuttack Panthers vs Puri Titans cricket match cancelled due to rain
Cuttack Panthers vs Puri Titans cricket match cancelled due to rain

କ୍ରିକେଟ୍‌ପ୍ରେମୀଙ୍କ ଅପେକ୍ଷାରେ ବର୍ଷା ପାଣି ପକାଇଦେଇଛି। କଟକ ପାନ୍ଥରସ୍‌ ଏବଂ ପୁରୀ ଟାଇଟନ୍‌ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ଖରାପ ପାଗ ଓ ଲଗାତାର ବର୍ଷା କାରଣରୁ ବାତିଲ ହୋଇଛି।

ମ୍ୟାଚ୍‌ ଆରମ୍ଭ କରିବା ସମ୍ଭବ ନହେବାରୁ ପ୍ରତିଯୋଗିତାର ନିୟମ ଅନୁସାରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ପ୍ରଦାନ କରାଯାଇଛି। ଫଳରେ କଟକ ପାନ୍ଥରସ୍‌ ଓ ପୁରୀ ଟାଇଟନ୍‌ ମ୍ୟାଚ୍‌ରୁ ସମାନ ପଏଣ୍ଟ ହାସଲ କରିଛନ୍ତି।

ଦୁଇ ଦଳର ମୁକାବିଲା ଦେଖିବାକୁ ଦର୍ଶକମାନେ ଅପେକ୍ଷା କରିଥିବା ବେଳେ ବର୍ଷା ଯୋଗୁଁ ଆଜି ପଡ଼ିଆରେ କ୍ରିକେଟ୍‌ର ରୋମାଞ୍ଚ ଦେଖିବାରୁ ସେମାନେ ବଞ୍ଚିତ ହୋଇଛନ୍ତି। ସେପଟେ କଟକ ପାନ୍ଥରସ୍‌ ଦଳର ସ୍ପନସର୍‌ ଭାରତ ମସଲା ରହିଛି।

LIVE TV
LIVE
Latest News
ଓଡ଼ିଶା-ଆନ୍ଧ୍ର ଉପକୂଳ ଆଡ଼କୁ ବଢ଼ୁଛି ଗଭୀର ଅବପାତ, ୨୩-୨୪ରେ ପ୍ରବଳ ବର୍ଷା ଆଶଙ୍କା

ଓଡ଼ିଶା-ଆନ୍ଧ୍ର ଉପକୂଳ ଆଡ଼କୁ ବଢ଼ୁଛି ଗଭୀର ଅବପାତ,...

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଓ...

ଓଡ଼ିଶାରେ ଅତି ପ୍ରବଳ ବର୍ଷା ଆଶଙ୍କା: ସେପ୍ଟେମ୍ବର ୨୫ ଯାଏଁ ରେଡ୍ ୱାର୍ଣ୍ଣିଂ, ଅନେକ ଜିଲ୍ଲାକୁ ସତର୍କତା

ଓଡ଼ିଶାରେ ଅତି ପ୍ରବଳ ବର୍ଷା ଆଶଙ୍କା: ସେପ୍ଟେମ୍ବର...

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଶକ୍ତିଶ...

ନିଜ ନାଁର ସିମ୍ ଅନ୍ୟକୁ ଦେଉଛନ୍ତି କି? ସାବଧାନ, ହୋଇପାରେ କାର୍ଯ୍ୟାନୁଷ୍ଠାନ

ନିଜ ନାଁର ସିମ୍ ଅନ୍ୟକୁ ଦେଉଛନ୍ତି କି?...

ନୂଆଦିଲ୍ଲୀ: ନିଜ ନାଁ ଓ ପରିଚୟପତ୍ରରେ ନିଆଯାଇଥିବା SIM କା...

ମୋବାଇଲ୍ ରିଚାର୍ଜରେ ବଡ଼ ବଦଳ: ୩୦ ଦିନିଆ ଭଏସ୍-SMS ପ୍ଲାନ୍ ଆଣିବାକୁ ଟେଲିକମ୍ କମ୍ପାନୀଙ୍କୁ TRAI ନିର୍ଦ୍ଦେଶ

ମୋବାଇଲ୍ ରିଚାର୍ଜରେ ବଡ଼ ବଦଳ: ୩୦ ଦିନିଆ...

ମୋବାଇଲ୍ ରିଚାର୍ଜକୁ ନେଇ TRAI ନୂଆ ନିୟମ ଜାରି କରିଛି। Te...

ବଙ୍ଗୋପସାଗରରେ ଅବପାତ ଘନୀଭୂତ, ଓଡ଼ିଶାକୁ ଭାରି ବର୍ଷା ଭୟ; ୬ ଜିଲ୍ଲାରେ ରେଡ୍ ଆଲର୍ଟ

ବଙ୍ଗୋପସାଗରରେ ଅବପାତ ଘନୀଭୂତ, ଓଡ଼ିଶାକୁ ଭାରି ବର୍ଷା...

ଭୁବନେଶ୍ୱର: ବଙ୍ଗୋପସାଗରରେ ଗଠିତ ଅବପାତ ଏବେ ଓଡ଼ିଶା ପାଇଁ...

ଚଣ୍ଡୀଗଡ଼ରେ ‘ଆଇଫୋନ୍ ଲଙ୍ଗର’କୁ ପ୍ରଶାସନର ରୋକ୍, ମାଗଣା iPhone 17 ପାଇଁ ଥିଲା ‘ଜୟ ମାତା ଦି’ ସର୍ତ୍ତ

ଚଣ୍ଡୀଗଡ଼ରେ ‘ଆଇଫୋନ୍ ଲଙ୍ଗର’କୁ ପ୍ରଶାସନର ରୋକ୍, ମାଗଣା...

ଚଣ୍ଡୀଗଡ଼ରେ ମାଗଣା iPhone ବାଣ୍ଟିବାକୁ ନେଇ ଘୋଷଣା ହୋଇଥି...

ପୁରୀ-ଗୋପାଳପୁରଠାରୁ ୨୨୦ କିମି ଦୂରରେ ଅବପାତ, ୨୩-୨୪ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଅତିକ୍ରମ ସମ୍ଭାବନା

ପୁରୀ-ଗୋପାଳପୁରଠାରୁ ୨୨୦ କିମି ଦୂରରେ ଅବପାତ, ୨୩-୨୪ରେ...

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଓ...

୨୧ରୁ ୨୮ ସେପ୍ଟେମ୍ବର ସାପ୍ତାହିକ ରାଶିଫଳ: କାହାର ବଢ଼ିବ ଆୟ, କାହାକୁ ମିଳିବ ଚାକିରିରେ ସଫଳତା? ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ

୨୧ରୁ ୨୮ ସେପ୍ଟେମ୍ବର ସାପ୍ତାହିକ ରାଶିଫଳ: କାହାର...

  ସେପ୍ଟେମ୍ବରର ଏହି ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+