RAKA MOVIE

ଅଲ୍ଲୁ ଅର୍ଜୁନ-ଆଟଲିଙ୍କ 'ରାକା' ହେବ ଭାରତର ସବୁଠାରୁ ମହଙ୍ଗା ଫିଲ୍ମ? ହଜାରେ କୋଟି ବଜେଟ୍‌କୁ ନେଇ ଚର୍ଚ୍ଚା

ଅଲ୍ଲୁ ଅର୍ଜୁନ ଓ ନିର୍ଦ୍ଦେଶକ ଆଟଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାକା' ଏବେଠାରୁ ଚର୍ଚ୍ଚାରେ। ଫିଲ୍ମଟିର ବଜେଟ୍ ପ୍ରାୟ ହଜାରେ କୋଟି ଟଙ୍କା ହୋଇଥିବା ବିଭିନ୍ନ ରିପୋର୍ଟରେ ଦାବି କରାଯାଉଛି। ଏହାସହ ଶାହରୁଖ ଖାନଙ୍କ କ୍ୟାମିଓକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି।

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ଆଟଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାକା' (Raka) ଭାରତୀୟ ସିନେମାର ସବୁଠାରୁ ବଡ଼ ପ୍ରକଳ୍ପମାନଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଯାଉଛି। ବିଭିନ୍ନ ରିପୋର୍ଟ ଅନୁସାରେ, ଫିଲ୍ମର ନିର୍ମାଣ ବଜେଟ୍ ପ୍ରାୟ ୧,୦୦୦ କୋଟି ଟଙ୍କା ହୋଇପାରେ। ତେବେ ନିର୍ମାତାଙ୍କ ପକ୍ଷରୁ ଏହାର ଅଧିକାରିକ ପୁଷ୍ଟି ହୋଇନାହିଁ।

ଫିଲ୍ମର କାହାଣୀ ଦୁଇଟି ଭିନ୍ନ ସମୟସୀମାକୁ ନେଇ ଗଢ଼ାଯାଇଛି। ଗୋଟିଏ ପଟେ ବୈଦିକ ଯୁଗର କାହାଣୀ ଥିବାବେଳେ ଅନ୍ୟପଟେ ବର୍ତ୍ତମାନ ସମୟର କାହାଣୀ ଦେଖିବାକୁ ମିଳିବ। ଏହି ଦୁଇ ସମୟକୁ ଯୋଡ଼ି ଏକ ଭିନ୍ନ ଧରଣର ସିନେମାଟିକ୍ ଅନୁଭବ ଦେବାକୁ ନିର୍ମାତାମାନେ ପ୍ରୟାସ କରୁଛନ୍ତି।

ଫିଲ୍ମରେ ଦୀପିକା ପାଦୁକୋନ ପୌରାଣିକ ସମୟରେ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଅନ୍ୟପଟେ ମୃଣାଳ ଠାକୁର ବର୍ତ୍ତମାନ ସମୟର କାହାଣୀର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବେ। ଜାହ୍ନବୀ କପୁରରଶ୍ମିକା ମନ୍ଦାନାଙ୍କ ନାମ ମଧ୍ୟ ଫିଲ୍ମ ସହ ଯୋଡ଼ାଯାଉଛି, ଯଦିଓ ଏନେଇ ଅଧିକାରିକ ଘୋଷଣା ହୋଇନାହିଁ।

ଅଲ୍ଲୁ ଅର୍ଜୁନ ଓ ଦୀପିକାଙ୍କ ବ୍ୟତୀତ ଚେମ୍ବନ ବିନୋଦ ଜୋସ୍, ଯୋଗୀ ବାବୁ ଓ ଫେମିନା ଜର୍ଜଙ୍କ ନାମ ମଧ୍ୟ ଷ୍ଟାରକାଷ୍ଟରେ ଚର୍ଚ୍ଚାରେ ରହିଛି।

ଏହାଛଡ଼ା ଶାହରୁଖ ଖାନଙ୍କ କ୍ୟାମିଓକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି। ଖବର ଅନୁସାରେ, ତାଙ୍କ ଅଂଶର ସୁଟିଂ ବିଦେଶରେ ହେବ। ତେବେ ଏନେଇ ମଧ୍ୟ ନିର୍ମାତାମାନେ କୌଣସି ଅଧିକାରିକ ସୂଚନା ଦେଇନାହାନ୍ତି।

ଫିଲ୍ମର ସଙ୍ଗୀତର ଦାୟିତ୍ୱ ସାଇ ଅଭ୍ୟଙ୍କରଙ୍କୁ ଦିଆଯାଇଛି। ତେବେ 'ରାକା' ର ମୁକ୍ତି ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ।

Latest News
ନିଟ୍ ପେପର ଲିକ୍‌ ନେଇ ନିରବତା ଭାଙ୍ଗିଲେ ରାଘବ ଚଡ୍ଡା, କହିଲେ- କେବଳ ବୟାନ ନୁହେଁ, ଦରକାର ବ୍ୟବସ୍ଥାଗତ ସଂସ୍କାର

ନିଟ୍ ପେପର ଲିକ୍‌ ନେଇ ନିରବତା ଭାଙ୍ଗିଲେ...

ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥ...

ଓଡ଼ିଶା ମେଡିକାଲ୍ PG ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ: MKCG ମେଡିକାଲ୍ କଲେଜ ଉପରେ ତଦନ୍ତ ଆରମ୍ଭ

ଓଡ଼ିଶା ମେଡିକାଲ୍ PG ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍...

ଓଡ଼ିଶାରଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ General Su...

ଓଡ଼ିଶାରେ ପିଜି ମେଡିକାଲ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ତଦନ୍ତ ପାଇଁ ଗଠନ ହେଲା ୫ ସଦସ୍ୟ ବିଶିଷ୍ଟ କମିଟି

ଓଡ଼ିଶାରେ ପିଜି ମେଡିକାଲ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍...

ଓଡ଼ିଶାରେ ପିଜି ମେଡିକାଲ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭ...

ପାରାଦୀପରେ IOCLର ₹43,359 କୋଟି ବିନିଯୋଗ, ଓଡ଼ିଶାରେ ଆହୁରି ନୂଆ ପ୍ରକଳ୍ପ ଘୋଷଣା

ପାରାଦୀପରେ IOCLର ₹43,359 କୋଟି ବିନିଯୋଗ, ଓଡ଼ିଶାରେ...

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ପାରାଦୀପରେ...

ଡ୍ରେନେଜ୍‌ ସମସ୍ୟାରେ ବିନିକା ସିଏଚ୍‌ସି ଜଳମଗ୍ନ, ଆଣ୍ଠୁଏ ପାଣିରେ ଚାଲି ଚିକିତ୍ସା ପାଇଁ ଆସୁଛନ୍ତି ରୋଗୀ

ଡ୍ରେନେଜ୍‌ ସମସ୍ୟାରେ ବିନିକା ସିଏଚ୍‌ସି ଜଳମଗ୍ନ, ଆଣ୍ଠୁଏ...

ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...

CHSE ଓଡ଼ିଶା ଇନଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ଫଳ ୨୦୨୬ ପ୍ରକାଶ; ଏଭଳି କରନ୍ତୁ ଚେକ୍

CHSE ଓଡ଼ିଶା ଇନଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ଫଳ...

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ପକ୍ଷରୁ୨୦୨...

ଶୌକରୁ ହେଲା ପେଶା: ଦୁର୍ଲଭ ପଦ୍ମ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଖୋର୍ଦ୍ଧାର ପ୍ରକାଶ

ଶୌକରୁ ହେଲା ପେଶା: ଦୁର୍ଲଭ ପଦ୍ମ ଚାଷ...

ନିଜ ଶୌକକୁ ପେଶାରେ ପରିଣତ କରିବା ସମସ୍ତଙ୍କ ପାଇଁ ସମ୍ଭବ ହ...

ସୁନା-ରୁପା ଦରରେ ବଡ଼ ହ୍ରାସ! ଗ୍ରାହକଙ୍କୁ ଆଶ୍ୱସ୍ତି, କିଣିବା ପୂର୍ବରୁ ଜାଣନ୍ତୁ ବଜାରର ସ୍ଥିତି

ସୁନା-ରୁପା ଦରରେ ବଡ଼ ହ୍ରାସ! ଗ୍ରାହକଙ୍କୁ ଆଶ୍ୱସ୍ତି,...

ସୁନା-ରୁପା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ...

ଅଗଷ୍ଟରୁ ବଢ଼ିବ ଦରଦାମ! ରୋଷେଇଘରଠୁ ଗ୍ୟାରେଜ୍‌ ପର୍ଯ୍ୟନ୍ତ ପଡ଼ିବ ମହଙ୍ଗା ମାଡ଼

ଅଗଷ୍ଟରୁ ବଢ଼ିବ ଦରଦାମ! ରୋଷେଇଘରଠୁ ଗ୍ୟାରେଜ୍‌ ପର୍ଯ୍ୟନ୍ତ...

ଅଗଷ୍ଟ ମାସରୁ ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ ପଡ...

ଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ନେଇ ବିବାଦ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମକୁ ବିରୋଧ କଲା କନ୍ଧମାଳ ମିଳିତ ମଞ୍ଚ

ଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ନେଇ...

ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...

ଶିଶୁ ମୃତ୍ୟୁକୁ ନେଇ ଭୁବନେଶ୍ୱରରେ ଉତ୍ତେଜନା: ଚିକିତ୍ସା ଅବହେଳା ଅଭିଯୋଗରେ ରାସ୍ତାରୋକ

ଶିଶୁ ମୃତ୍ୟୁକୁ ନେଇ ଭୁବନେଶ୍ୱରରେ ଉତ୍ତେଜନା: ଚିକିତ୍ସା...

ଭୁବନେଶ୍ୱରର ଶିଶୁ ଭବନ ଛକ ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+